• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chinmayee Sahoo

Chinmayee Sahoo

Editor

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ ...more

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗରେ ସ୍ନାତକୋତ୍ତର ହାସଲ। ୨୦୨୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଗତ ୩ ବର୍ଷ ଧରି ବିଭିନ୍ନ ୱେବ୍ ଗଣମାଧ୍ୟମ ସଂସ୍ଥାରେ କପି ଏଡିଟର ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ଖବର ଲିଖନରେ ସେ ସିଦ୍ଧହସ୍ତ।

less

Posts by Chinmayee Sahoo

Amit Shah
Amit Shah: ରାଜନୀତିରୁ ଅବସର ପରେ କଣ କରିବେ କହିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ରାଜନୈତିକ ଜୀବନରୁ ଅବସର ନେବା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବେଦ, ଉପନିଷଦ ପାଠ କରିବା ସହ ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଥିବା କହିଛନ୍ତି । 

Pakistani actor
Pakistani Actress: ଘର ଖାଲି କରିବାକୁ ଯାଇଥିଲା ପୋଲିସ୍‌, ମିଳିଲା ଅଭିନେତ୍ରୀଙ୍କ ଗଳିତ ମୃତଦେହ

ପାକିସ୍ତାନର ଅଭିନେତ୍ରୀ ହୁମାଇରା ଅସଘର ଅଲ୍ଲୀଙ୍କୁ ସେ ରହୁଥିବା ଆପାର୍ଟମେଣ୍ଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁଇ ସପ୍ତାହ ତଳୁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

Nimisha
Kerala Nurse Nimisha Priya: ୧୬ରେ କେରଳ ନର୍ସ ନିମିଷାଙ୍କୁ ଫାଶୀ, ବଞ୍ଚାଇ ପାରିବ କି ‘ବ୍ଲଡ ମନି’?

କେରଳ ନର୍ସ ନିମିଷା ପ୍ରିୟାଙ୍କୁ ୟେମେନର ନାଗରିକ ତଲାଲ ଅବଦୋ ମେହଦୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜୁଲାଇ ୧୬ରେ ଫାଶୀ ପାଇବେ ନିମିଷା । 

Alia Bhatt
Alia Bhatt: ଆଲିଆଙ୍କ ଜାଲ ଦସ୍ତଖତ କରି ଠକି ନେଲେ ପୁଳାପୁଳା ଟଙ୍କା, ପୂର୍ବତନ ବ୍ୟକ୍ତିଗତ ସହାୟିକା ଗିରଫ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଠକି ତାଙ୍କଠାରୁ ୭୭ ଲକ୍ଷ ଟଙ୍କା ହଡପ କରି ନେଇଛନ୍ତି ପୂର୍ବତନ ବ୍ୟକ୍ତିଗତ ସହାୟିକା ବେଦୀକା ପ୍ରକାଶ ସେଟ୍ଟୀ । ବେଙ୍ଗାଲୁରୁରୁ ତାଙ୍କୁ ଗିରଫ କରିଛି ଜୁହୁ ପୋଲିସ୍ ।

Woman
Himachal Landslide: ଚମତ୍କାର! ୫ ଘଣ୍ଟା ଜୀବନ ମରଣ ସହିତ ସଂଘର୍ଷ ପରେ ଭଗ୍ନାବଶେଷରୁ ଜୀବିତ ବାହାରିଲେ ଯୁବତୀ

ହିମାଚଳ ପ୍ରଦେଶର ମଣ୍ଡିରେ ଜଣେ ଯୁବତୀ ଭୂ-ସ୍ଖଳନରେ ମାଟି ତଳେ ପୋତି ହୋଇଯିବା ପରେ ୫ ଘଣ୍ଟା ଧରି ସଂଘର୍ଷ କରି ନିଜକୁ ବଞ୍ଚାଇ ପାରିଛନ୍ତି । ତନେଜାଙ୍କ ସାହସକୁ ପ୍ରଶଂସା କରିଛନ୍ତି ହିମାଚଳପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ।

Bollywood
Educated Bollywood Actors: ଅଭିନୟରେ ଯେତିକି ଦକ୍ଷ, ସେତିକି ଶିକ୍ଷିତ ଏହି ବି-ଟାଉନ ସେଲିବ୍ରିଟି

ବଲିଉଡର ଅନେକ କଳାକାର ଅଭିନୟ କ୍ଷେତ୍ରରେ ପାଦ ଥାପିବା ପୂର୍ବରୁ ଉଚ୍ଚଶିକ୍ଷା ସମାପ୍ତ କରିଛନ୍ତି । ଅନେକ କଳାକାର ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

Teen raped
Teen Raped: ନାବାଳିକାଙ୍କୁ ଅପହରଣ ପରେ ଚଳନ୍ତା ଟ୍ରେନରେ ଦୁଷ୍କର୍ମ, ଷ୍ଟେସନରେ ଛାଡି ଦେଲା ଯୁବକ

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଅପହରଣ କରି ଚଳନ୍ତା ଟ୍ରେନରେ ଦୁଷ୍କର୍ମ କରିଥିଲା । ଏହା ପରେ ଯୁବକ ଜଣକ ତାଙ୍କୁ ଷ୍ଟେସନରେ ଏକା ଛାଡି ଚାଲିଯିବା ପରେ ଜିଆରପି ପକ୍ଷରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।

Gold Price
Gold Price: ବଢିଲା ସୁନା ଦର, ଉପର ମୁହାଁ ରୁପା ମୂଲ୍ୟ

ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮,୮୪୦  ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୦,୬୦୦ ଟଙ୍କା ହୋଇଛି ।

Roman
Russian Minister Suicide: ପଦରୁ ବହିଷ୍କାର ହେଲେ ମନ୍ତ୍ରୀ, କିଛି ଘଣ୍ଟା ପରେ ହାରିଲେ ଜୀବନ

ଋଷର ପୂର୍ବତନ ପରିବହନ ମନ୍ତ୍ରୀ ରୋମାନ ଷ୍ଟାରୋଭୋୟଟଙ୍କୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପଦରୁ ବହିଷ୍କାର କରିବାର କିଛି ଘଣ୍ଟା ପରେ ସେ ଆତ୍ମହତ୍ୟା କରିଛନ୍ତି ।

Kanwar
Kanwar Yatra: କାଉଡି ଯାତ୍ରା ବେଳେ ରାଜଧାନୀରେ ବନ୍ଦ ରହିବ ମାଂସ ଦୋକାନ, ମନ୍ତ୍ରୀଙ୍କ ଘୋଷଣା

ରାଜଧାନୀ ଦିଲ୍ଲୀରେ କାଉଡି ଯାତ୍ରା ବେଳେ ପବିତ୍ରତା ବଜାୟ ରଖିବା ପାଇଁ ମାଂସ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏ ନେଇ ମନ୍ତ୍ରୀ କପିଳ ମିଶ୍ର ଘୋଷଣା କରିଛନ୍ତି ।

Nobel
Nobel Peace Prize: ନୋବେଲ ଶାନ୍ତି ପୁରସ୍କାର ପାଇବେ କି ଟ୍ରମ୍ପ? ପାକିସ୍ତାନ ପରେ ସୁପାରିସ୍ କଲେ ନେତାନ୍ୟାହୁ

ଅନେକ ଦେଶ ବିଶେଷ କରି ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସୁପାରିସ୍ କରିଛି ଇସ୍ରାଏଲ ।

Woman
Tantrik Strangled Woman: ଅନ୍ଧବିଶ୍ୱାସ କବଳରେ ଫସି ଚାଲିଗଲା ଜୀବନ, ପାଇଖାନା ପାଣି ପିଆଇ ତଣ୍ଟି ଚିପି ଦେଲା ତାନ୍ତ୍ରିକ

ଉତ୍ତରପ୍ରଦେଶର ଆଜମଗଡରେ ଜଣେ ମହିଳା ମାଆ ହେବା ପାଇଁ ତାନ୍ତ୍ରିକ ପାଖକୁ ଯିବା ପରେ ତାନ୍ତ୍ରିକ ଜଣକ ତାଙ୍କୁ ପାଇଖାନା ପାଣି ପିଆଇବା ସହ ଚୁଟି ଟାଣି ତଣ୍ଟି ଚିପି ହତ୍ୟା କରିଛନ୍ତି ।

Panchang
Today Panchang 8th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୩.୧୪ ଗତେ ଧନୁ । ତିଥି- ୧୩ଶୀ ରାତ୍ରି ୧୨.୩୮ ଗତେ ୧୪ଶୀ । ଘାତଚନ୍ଦ୍ର- ରାତ୍ରି ୦୩.୧୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ମକର...

walk
Put Hand Behind Back: ହାତକୁ ପଛ କରି ଚାଲୁଛନ୍ତି କି? ଜାଣନ୍ତୁ ଆପଣଙ୍କ ସ୍ୱଭାବ ବିଷୟରେ କଣ କୁହନ୍ତି ମନସ୍ତତ୍ତ୍ବବିତ

ହାତକୁ ପଛ କରି ଚାଲୁଥିବା ବ୍ୟକ୍ତିମାନେ ଆତ୍ମବିଶ୍ୱାସୀ ହୋଇଥାନ୍ତି ଓ ନିଜ ଉପରେ ନିୟନ୍ତ୍ରଣ ଥାଏ । ଏଭଳି ଆସନ ବ୍ୟକ୍ତିମାନଙ୍କୁ ଆରାମ ରଖିବା ସହ ଏକାଗ୍ରତା ବଢାଇଥାଏ । 

Green tea
Green Tea: ଜାଣନ୍ତୁ କିପରି ଓ କେତେବେଳେ ପିଇବେ ଗ୍ରୀନ୍ ଟି; କଣ ରହିଛି ଫାଇଦା

ଖାଲି ପେଟରେ ଗ୍ରୀନ୍ ଟି ପିଇବା ଦ୍ୱାରା ଏସିଡିଟି ବଢିଥାଏ । ଖାଦ୍ୟ ଖାଇବା ପରେ ଗ୍ରୀନ୍ ଟି ପିଇଲେ ଶରୀର ପାଇଁ ଫଳପ୍ରଦ ହୋଇଥାଏ ।

Chandragupta
India's First Emporer: ଭାରତର ପ୍ରଥମ ସମ୍ରାଟ, ଯିଏ ବଦଳାଇ ଥିଲେ ଇତିହାସର ଗତିପଥ, ପଢନ୍ତୁ ଜଣେ ବୀର ଯୋଦ୍ଧାଙ୍କ କାହାଣୀ

ମୌର୍ଯ୍ୟ ସାମ୍ରାଜ୍ୟର କିମ୍ବଦନ୍ତୀ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜଣେ ସାଧାରଣ ପରିବାରରେ ଜନ୍ମ ହୋଇ ମଧ୍ୟ ଚାଣକ୍ୟଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ଅହିଂସା ବଳରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ।  

brics
BRICS Summit: ଆତଙ୍କବାଦ ମାନବତା ପାଇଁ ଏକ ବଡ ଚ୍ୟାଲେଞ୍ଜ; ପହଲଗାମ ଆତଙ୍କବାଦ ଆକ୍ରମଣକୁ ବ୍ରିକ୍ସ ସଦସ୍ୟ ରାଷ୍ଟଙ୍କ କଡା ନିନ୍ଦା

ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ପହଲଗାମ ଆତଙ୍କୀ ହମଲା ପ୍ରସଙ୍ଗ ଉଠାଇ ଆତଙ୍କୀଙ୍କ ଉପରେ ବିଶ୍ୱ ସମୁଦାୟ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି କହିଛନ୍ତି । ପହଲଗାମ ଆତଙ୍କବାଦ ଆକ୍ରମଣକୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନେ କଡା ନିନ୍ଦା କରିଛନ୍ତି । 

Explosion
Fireworks Factory Explosion: ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଏକାଧିକ ଆହତ, ଧୂଆଁମୟ ଆକାଶ

ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । ଆହତଙ୍କ ସଂଖ୍ୟା ଅସ୍ପଷ୍ଟ ରହିଛି । ଗତ ଜୁଲାଇ ୧ରେ ଅନ୍ୟ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

Donkey Route
Donkey Route: ଆମେରିକା ଯାଇ ମାନବଚାଲାଣକାରୀଙ୍କ ହାବୁଡରେ ପଡିଲେ ଯୁବକ, ଜଙ୍ଗଲରେ ଥାର୍ଡ ଡିଗ୍ରୀ ନିର୍ଯାତନାର ଶିକାର

ପଞ୍ଜାବର ଚାରି ଜଣ ଓ ହରିୟାଣାର ଜଣେ ଯୁବକ ଡଙ୍କି ରୁଟ ଦେଇ ଆମେରିକା ଯିବା ପାଇଁ ଚେଷ୍ଟା କରିବା ବେଳେ ଅପହରଣକାରୀଙ୍କ ଦ୍ୱାରା ଜଙ୍ଗଲରେ ଥାର୍ଡ ଡିଗ୍ରୀ ନିର୍ଯାତନାର ଶିକାର ହେବା ପରେ ଜଣେ ଯୁବକ ସେମାନଙ୍କ କବଳରୁ ଖସି ଯାଇଛନ୍ତି । 

Khamenei
Iran Supreme Leader Khamenei: ସର୍ବସାଧାରଣରେ ନଜର ଆସିଲେ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଖାମେନେଇ

ସିଆ ମୁସଲିମ କ୍ୟାଲେଣ୍ଡରର ଏକ ପ୍ରମୁଖ ଦିନ ଅଶୁରା ପାଳନ କରିବା ସମୟରେ ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ସର୍ବସାଧାରଣରେ ନଜରକୁ ଆସିଛନ୍ତି ।

ଭୁବନେଶ୍ୱରରେ ସ୍କୁଲ ଓ କଲେଜ ଶିକ୍ଷା ପରେ ଓଡ଼ିଆ ସାମ୍ବାଦିକତାରେ କ୍ୟାରିୟର କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣମାଧ୍ୟମ ଯୋଗାଯୋଗରେ ସ୍ନାତକୋତ୍ତର ହାସଲ। ୨୦୨୧ରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ଗତ ୩ ବର୍ଷ ଧରି ବିଭିନ୍ନ ୱେବ୍ ଗଣମାଧ୍ୟମ ସଂସ୍ଥାରେ କପି ଏଡିଟର ଭାବେ କାର୍ଯ୍ୟ କରିଛନ୍ତି। ଜାତୀୟ ଖବର ଲିଖନରେ ସେ ସିଦ୍ଧହସ୍ତ।