Advertisment

Missing Lady Constable: ଏଇ ଗାଡ଼ିରେ ଶୁଭମିତ୍ରାଙ୍କୁ ନେଇଥିଲା ପ୍ରେମିକ

କେନ୍ଦୁଝର ଘଟଗାଁ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ଯାହାକି ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ବୋଲି ସନ୍ଦେହ କରାଯାଉଛି। ତେବେ ଏ ନେଇ ପୋଲିସ୍ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ମୃତଦେହକୁ ଉଦ୍ଧାର କରି ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି।

author-image
Chinmayee Sahoo

Crimes In Odisha
Advertisment
Advertisment