• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

naveen
କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଅସିତ୍ ତ୍ରିପାଠୀ ଦେଇଛନ୍ତି। ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,...

bmc
ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୫୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି BMCରୁ ୨୯୭ ଜଣ ସୁସ୍ଥ ହୋଇଛନ୍ତି। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। Update on newly detected & cured...

mask
ସୁସ୍ଥ ହେଲେ ୨୫୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୫୧୯ କରୋନାରୁ ସୁସ୍ଥ ହୋଇଛନ୍ତି। ଏଯାବତ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୭୩,୨୩୩କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମରୁ...

plasma
ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ୧୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାକୁ ମାତ୍ ଦେବା ପାଇଁ ପ୍ଲାଜମା ସାଜିଛି ଇଶ୍ୱରଙ୍କ ବରଦାନ। ଆଜି ପ୍ଲାଜମା ଥେରାପିରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦୪ କରୋନା ଆକ୍ରାନ୍ତ। ଏହି ସଫଳତାକୁ ନେଇ ପ୍ଲାଜ୍‌ମା ଥେରାପି ଟିମ୍ ଏବଂ ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...

beach
ପୁରୀ ବେଳାଭୂମି 'ବ୍ଲୁ ଫାଗ୍' ମାନ୍ୟତା ପାଇଁ ମନୋନୀତ

ଭୁବନେଶ୍ୱର: ପୁରୀ ବେଳାଭୂମି ‘ବ୍ଲୁ ଫାଗ୍’ ମାନ୍ୟତା ପାଇଁ ମନୋନୀତ। ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଓ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି (ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ...

baijaynt-panda
ନଦୀବନ୍ଧ କାମ ଦୁର୍ବଳ ହୋଇଛି: ବୈଜୟନ୍ତ

କେନ୍ଦ୍ରାପଡ଼ା: ନଦୀବନ୍ଦ କାମ ଦୁର୍ବଳ ହୋଇଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ବେଣିପୁର ଘାଇର ନଦୀବନ୍ଧ କାମ ଦୁର୍ବଳ ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଓ ମହକାଳପଡ଼ାରେ ବନ୍ୟାଞ୍ଚଳ ପରିଦର୍ଶନ ଅବସରରେ ସେ ଏ...

bhubaneswar
ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫୪୧ କରୋନା ଆକ୍ରାନ୍ତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ କ୍ୱାରେଣ୍ଟାଇନ୍‌ରୁ ଓ ୩୨୧ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନଗମ(ବିଏମ୍‌ସି)। ଏହାଛଡ଼ା ୩୦୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଆଜି ଭୁବନେଶ୍ୱରରୁ...

odissey
ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ୱର: ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଂଜୁରୀ। ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପ୍ରେସ୍ ମିଟ୍‌ରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ...

fertlizer
'ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ସାର ରହିଛି'

ଭୁବନେଶ୍ୱର: ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରାଯିବ। ଏଯାବତ ୬.୧୫ ଲକ୍ଷ ମେଟ୍ରିକ ଟନ୍ ଆସିଛି, ୟୁରିଆ ଅଭାବ ହେବନି। ଏନେଇ କୃଷି କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବିଭାଗୀୟ ସଚିବ ସୌରଭ ଗର୍ଗ। ସେ କହିଛନ୍ତି ଯେ, ଏ ବର୍ଷ ୯୯୬୫ କୋଟି ଟଙ୍କାର...

mask
ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୩୩୦୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ କଟକ ଜିଲ୍ଲାରୁ...

delhi metro
କୋଲକତାରେ ପୁଣି ଗଡିଲା ମେଟ୍ରୋ ଟ୍ରେନ୍

କୋଲକାତା: ୫ ମାସ ପରେ ଆଜିଠୁ କୋଲକତାରେ ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍ ଚଳାଚଳ। ଆଜି ସକାଳ ୮ଟାରେ ପ୍ରଥମ ଟ୍ରେନରେ ପାଖାପାଖି ୩ ହଜାର ଲୋକ ଯାତାୟାତ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ପରିସରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଥିଲା। ଏହାସହିତ ଯାତ୍ରୀ...

corona
'ଟିଏମସି ଓ ସିସିଏଚକୁ ତୁରନ୍ତ ବନ୍ଦ କର'

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବ ଟିଏମସି ଓ ସିସିଏଚ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍ କେୟାର ହୋମ(ସିସିଏଚ)କୁ ତୁରନ୍ତ ବନ୍ଦ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ...

elephant
ହାତୀ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଓଡ଼ିଶାକୁ ମିଳିଛି ୩୬ କୋଟି

ଭୁବନେଶ୍ୱର: ବାଘ ଓ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ସେଥିପାଇଁ ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ୨୦୧୯-୨୧ ବର୍ଷରେ ଭାରତ ସରକାର ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରି...

cure2
ଦିନକରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୩୩୮୨ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଏଯାବତ ରାଜ୍ୟରେ କରୋନା ଆରୋଗ୍ୟଙ୍କ  ସଂଖ୍ୟା ୧୨୨୦୨୪ରେ ପହଞ୍ଚିଛି । ଏନେଇ ଟ୍ୱିଟ୍‌ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ ? ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ...

Kushok-Bakula-Rimpochee-Airport-Leh-1
ବିଶ୍ଵ ସ୍ତରରେ ଚମକିବ ଭାରତର ଲେହ ବିମାନ ବନ୍ଦର

ଲଦାଖ: ସମ୍ପ୍ରସାରଣ ହେଉଛି ଲେହ ବିମାନ ବନ୍ଦର। ୧୮ ହଜାର ୯୮୫ ବର୍ଗ ମିଟର୍ ଅଞ୍ଚଳରେ ନୂତନ ଭାବେ ମଲ୍ଟି ଲେଭଲ  ଟର୍ମିନାଲ୍ ନିର୍ମାଣ କାର୍ଯ ଜୋରସୋରରେ ଚାଲିଛି।  ପ୍ରତିବର୍ଷ ୨୦ ଲକ୍ଷ ଲୋକେ ଏହି ବିମାନ ବନ୍ଦର ବ୍ୟବହାର କରିପାରିବେ।  ମୁଖ୍ୟତଃ ଶୀତ ଋ଼ତୁରେ ଯେପରି ଅଧିକରୁ...

tara
'ଦୁର୍ନୀତି ଧରାପଡ଼ିବା ଭୟରେ ପ୍ରଶ୍ନକାଳକୁ ବନ୍ଦ କରାଯାଇଛି'

ଭୁବନେଶ୍ଵର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି ପ୍ରଶ୍ନକାଳ ବନ୍ଦ ରହିବ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ...

high-court
ଜମାକାରୀଙ୍କ ଟଙ୍କା ଫେରାଅ: ହାଇକୋର୍ଟ

କଟକ: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ୮ ସପ୍ତାହ ଭିତରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ। ବ୍ୟାଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରିଜର୍ଭ...

jaya kangana
ବଲିଉଡ୍-ଡ୍ରଗ୍ସ ଲିଙ୍କ ପ୍ରସଙ୍ଗ: ଜୟାଙ୍କୁ କଡ଼ା ଜବାବ ଦେଲେ କଙ୍ଗନା

ମୁମ୍ବାଇ: ବଲିଉଡ୍-ଡ୍ରଗ୍ସ ଲିଙ୍କକୁ ନେଇ ସଂସଦରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚନଙ୍କ ମନ୍ତବ୍ୟ ଉପରେ ଜବାବ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ଟ୍ଵିଟ୍ କରି ଜୟାଙ୍କୁ କଡ଼ା ଜବାବ ଦେଇଛନ୍ତି କଙ୍ଗନା। କଙ୍ଗନା କହିଛନ୍ତି ଯଦି କିଶୋର ବୟସରେ ଆପଣଙ୍କ ଝିଅଙ୍କୁ ଡ୍ରଗ୍ସ ଦିଆଯିବା ସହ...

untitled-14
ଚୀନକୁ ପଛରେ ପକାଇ ଭାରତର ବଡ଼ ସଫଳତା

ନୂଆଦିଲ୍ଲୀ: ମିଳିତ ଜାତିସଂଘ ECOSOCରେ ସ୍ଥାନ ପାଇଲା ଭାରତ। ଚୀନକୁ ପଛରେ ପକାଇ ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ୍ କାଉନସିଲରେ ଭାରତ ସଦସ୍ୟତା ହାସଲ କରିଛି। ଭୋଟିଂ ବ୍ୟବସ୍ଥାରେ ଚୀନକୁ ପଛରେ ପକାଇ ସଦସ୍ୟତା ପାଇଛି। ଭାରତ ମହିଳା ସଶକ୍ତୀକରଣରେ ଉଲ୍ଲେଖନୀୟ କାର୍ଯ ପାଇଁ ଭାରତ ମନୋନୀତ...

coronavirus-bhubaneswar
ରାଜଧାନୀରୁ ଦିନକରେ ଚିହ୍ନଟ ହେଲେ ୩୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ୩୪୨ କରୋନା ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ କ୍ୱାରେଣ୍ଟିନରୁ ହୋଇଥିବା ବେଳେ ୨୪୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛିା ଏହା ସହ ୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତିା ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।