• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

sonu
ଟି-ସିରିଜ୍ କମ୍ପାନୀ ମାଲିକଙ୍କୁ ଖୋଲା ଚେତାବନୀ ଦେଲେ ସୋନୁ ନିଗମ, କହିଲେ...

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ପରେ ବଲିଉଡର ଅନେକ ସତ୍ୟତା ସାମ୍ନାକୁ ଆସିଛି। ତେବେ ଏହି ସତ୍ୟତା ଆଉ ନୁହେଁ, ଖୋଦ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକେ ହିଁ ଆଣିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସହ ବଲିଉଡରେ ‘ନେପୋଟିଜମ୍’ ଏବଂ ଗଡ଼ଫାଦରଙ୍କ ଲବି ବା ସୁପାରିସକୁ ନେଇ...

cm naveen
ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ସଂଧ୍ୟା ୫ଟାରେ ଭିଡିଓ କନ୍ଫରେନସିଂରେ  ନବୀନ ପଟ୍ଟନାୟକ ସମୀକ୍ଷା କରିବେ। ରଥଯାତ୍ରା ପାଇଁ ଅନୁମତି ପରେ ପୁରୀ ଭକ୍ତ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ସଚିବ, ଡିଜିପି ଉପସ୍ଥିତ ଅଛନ୍ତି।...

ratho-main
'ପୁରୀ ନୁହେଁ, ସାରା ରାଜ୍ୟର ରଥଯାତ୍ରା ନେଇ ଯୁକ୍ତି ବାଢିଥିଲେ ସରକାର'

ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରାକୁ ନେଇ ନିନ୍ଦିତ ହେବା ପରେ ଶେଷରେ ସ୍ପଷ୍ଟୀକରଣ ରଖିଛି ରାଜ୍ୟ ଆଇନ ବିଭାଗ। ରଥଯାତ୍ରା ହେବ କି ନହେବ ତାହା ଏବେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଥିବା ବେଳେ ଆସନ୍ତାକାଲି ଶୁଣାଣି ବେଳେ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଆଇନ ବିଭାଗ...

puri rath yatra 2020
Puri Rath Yatra 2020:କାଲି ରଥରେ ଆଜ୍ଞାମାଳ ବିଜେ ନୀତି

ପୁରୀ: ଆସନ୍ତାକାଲି ରଥରେ ହେବ ଆଜ୍ଞାମାଳ ବିଜେ ନୀତି। କାଲି ସକାଳଧୂପ ପରେ ଆଜ୍ଞାମାଳ ବିଜେ ନୀତି ହେବ। ଆଜ୍ଞାମାଳ ଆସିବା ପରେ ରଥ ନଗଡ଼ିଲେ ନୀତି ବନ୍ଦ ଆଶଙ୍କା କରାଯାଇଛି। ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ପରିଚାଳନା କମିଟି...

main
କରୋନାରୁ ମୁକ୍ତି ପାଇଁ ବାହାରିଲା ଔଷଧ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଏଥିରୁ ମୁକ୍ତି ଦେବାକୁ ଆସିଛି ଔଷଧ। କରୋନା ଭଲ କରୁଥିବା ଔଷଧ ପ୍ରସ୍ତୁତ କରିଛି ଦେଶର ଅନ୍ୟତମ ବଡ଼ ଫାର୍ମା କଂପାନି ଗ୍ଲେନମାର୍କ ଫାର୍ମାସିୟୁଟିକାଲ୍ସ। ଫାବି ଫ୍ଲୁ ନାଁରେ ପ୍ରସ୍ତୁତ ଏହି ମେଡିସିନ୍ କ୍ଲିନିକାଲ୍...

kasis
କ୍ୟାମେରାରେ କଏଦ ହେଲା ଆତଙ୍କୀର ଗତିବିଧି

ଜାମ୍ମୁ: କ୍ୟାମେରାରେ କଏଦ ହେଲା ଆତଙ୍କୀର ଗତିବିଧି। ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ, ଏକ ଘରେ ପଶିଥିବା ଆତଙ୍କୀଙ୍କ ଗତିବିଧି କ୍ୟାମେରାରେ କଏଦ ହୋଇଛି। ସଶସ୍ତ୍ର ଆତଙ୍କୀ ଏକ ଘରର ଛାତ ଉପରେ ବୁଲୁଥିବା ଦେଖିବାକୁ ମିଳିଛି। ଶ୍ରୀନଗର ଜାଦିବଲ୍ ଅଞ୍ଚଳରେ ଏକ ଘରେ ଏକାଧିକ...

father
ପିତୃ ଦିବସରେ ଅଲୋଡ଼ା ବାପା, ଘରୁ ତଡ଼ିଦେଲେ ପୁଅ

ସୋର: ଘରୁ ତଡ଼ା ଖାଇବା ପରେ ୨ ଦିନ ଧରି ରାସ୍ତାକଡ଼ ନାଳ ପାଖରେ ପଡ଼ିରହିଲା ବାପା। ଆଉ ଯିଏ ଉଦ୍ଧାର କଲା, ନିର୍ଧୁମ ଛେଚା ଖାଇଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ। ପିତୃ ଦିବସରେ ବାପାକୁ ପୁଅର ଏଭଳି ନିର୍ମମ...

boil
ଚୁଲିରେ ଫୁଟୁଥିବା ଗରମ ପାଣିରେ ଯୁବକଙ୍କ ହାତ ବୁଡାଇଦେଲେ

ନବରଙ୍ଗପୁର, ନୟାଗଡ଼: ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ...

desk
ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର: ରାଜ୍ୟରେ ଆଜି ୧୮୬ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୩ ହଜାର ୭୨୦କୁ ବୃଦ୍ଧି, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ ଜିଲ୍ଲାରୁ କେତେ ସୁସ୍ଥ:- କଟକ ଜିଲ୍ଲାରୁ ସର୍ବାଧିକ ୬୨ ଜଣ...

amblance
ଡିପ୍ରେସନ୍‌ରୁ ଚରମ ନିଷ୍ପତ୍ତି, କୋଭିଡ୍ କେୟାର ସେଣ୍ଟରରେ ଜୀବନ ହାରିଲେ ଯୁବକ

ବାଲିଗୁଡା: କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁର୍ତ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ ନେଇ ଉପଜିଲ୍ଲାପାଳ କହିଛନ୍ତି। ଆଜି ଭୋର ସମୟରେ ସମ୍ପୃକ୍ତ...

maharaja
'ଆଇନ୍ ଅନୁଯାୟୀ ରଥଯାତ୍ରା କରିବାକୁ ବାଧ୍ୟ'

ପୁରୀ: ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଯେମିତି ହେଉ ପୁରୀ ରଥଯାତ୍ରା କରାଇବାକୁ ପଦକ୍ଷେପ ନେବାକୁ ଚିଠିରେ ଲେଖିଛନ୍ତି। ରାୟର ପୁନର୍ବିଚାର ଲାଗି ସୁପ୍ରିମକୋର୍ଟ ଯିବାକୁ ଚିଠିରେ ଅନୁରୋଧ କରାଯାଇଛି। ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ...

death
କରୋନାରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ନେଲା କୋଭିଡ୍‌ ଯୋଦ୍ଧାଙ୍କ ଜୀବନ। ଦିଲ୍ଲୀ NHSRCରେ କାର୍ଯ୍ୟରତ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାରେ ଓଡ଼ିଆ ଡାକ୍ତର ଅଶ୍ୱିନୀ କୁମାର ପ୍ରତାପଙ୍କ ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା। ମୃତ ଡାକ୍ତରଙ୍କ ନାମ ଅଶ୍ୱିନୀ କୁମାର ପ୍ରତାପ।...

take
ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ?

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ ? ରଥ ବନ୍ଦ ଷଡ଼ଯନ୍ତ୍ରକୁ ନେଇ OTV ହାତରେ ଲାଗିଛି ବଡ଼ ଦସ୍ତାବିଜ୍। ରଥଯାତ୍ରା ନେଇ ମେ ୩୦ରେ ପରିଚାଳନା କମିଟି ମିଟିଂ ବସିଥିଲା। ସରକାର ରଥଯାତ୍ରାକୁ ଅନୁମତି ଦେବା ବିଧେୟ ବୋଲି କମିଟି କହିଥିଲା। ଭକ୍ତଙ୍କ ଆଶା,...

elephant
ଛେଣ୍ଡିପଦାରେ ହାତୀର ମୃତଦେହ ଠାବ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡିମରା ନିକଟରେ ଏକ ମାଖନା   ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ବର୍ଷ ହେବ ବୋଲି ଜଣାପଡିଛି। ଆଜି ସକାଳେ ହାତୀଟି ମରିପଡିଥିବା ଦେଖିବାକୁ ପାଇ ବନବିଭାଗ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ।...

cocona
ରେକର୍ଡ ଭାଙ୍ଗିଲା, ଆଜି କରୋନାରୁ ସର୍ବାଧିକ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ। ଆଜି ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି। The untiring efforts of our Covid Warriors has led...

solar-eclipse2
କାଲି ବିରଳ ସୂର୍ଯ୍ୟୋପରାଗ, ୧୨ ଘଣ୍ଟା ପୂର୍ବରୁ ପାକ ନିଷିଦ୍ଧ

ଭୁବନେଶ୍ୱର: ଆସନ୍ତାକାଲି ରବିବାର ସୂର୍ଯ୍ୟୋପରାଗ। ଓଡ଼ିଶାରେ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ପର୍ଯ୍ୟନ୍ତ ପରାଗ ଚାଲିବ। ଏହା ବିରଳ ବଳୟ ସୂର୍ଯ୍ୟୋପରାଗ ବୋଲି କହିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦ୍ଦେଶକ ଉତ୍ତର ଭାରତରେ ସଂପୂର୍ଣ୍ଣ ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ।...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।