• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

hosp
ଭୁବନେଶ୍ୱରକୁ ଚିନ୍ତା ସ୍ଥାନୀୟ ସଂକ୍ରମଣ, ଆଜି ଆଉ ୧୩ ଲୋକାଲ କେସ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ସର୍ବାଧିକ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଆଜିର ୩୮ ଆକ୍ରାନ୍ତ ମଧ୍ୟରୁ ୨୫ ହୋମ୍ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୩ଟି ଲୋକାଲ୍ କେସ୍ ଅଛନ୍ତି। ଏଥିସହ ୧୪ ଜଣ...

maharaja
ପରୀକ୍ଷା କଲେ ମହାପ୍ରଭୁ; ଯାହା ଘଟିଲା, ମନେରଖିବ ଇତିହାସ!

ପୁରୀ: ଭକ୍ତ ବିନା ବଡ଼ଦାଣ୍ଡ ରଥଯାତ୍ରା ପରି ଜଣାପଡେନାହିଁ। ମହାପ୍ରଭୁ ବି ରଥ ଉପରେ ବସି ଭାବୁଥିବେ, ମୋ ଭକ୍ତମାନେ କାହାନ୍ତି। ମହାପ୍ରଭୁ ଶ୍ରୀକ୍ଷେତ୍ରରୁ ବାହାରିଛନ୍ତି, କେବଳ ବଡଦାଣ୍ଡ ଭକ୍ତଙ୍କ ପାଇଁ ନୁହେଁ, ସେ ସମସ୍ତ ଜଗତ ପାଇଁ ବାହାରିଛନ୍ତି। ଅର୍ଥାତ୍ ଏ ସମଗ୍ର ସୃଷ୍ଟିରେ ଯେତେ ପ୍ରାଣୀ...

mandir
ସବୁଠି ଖା ଖାଁ, ଭକ୍ତଙ୍କୁ ଦେଖି ପାରିଲେନି ତିନି ଠାକୁର

ଭୁବନେଶ୍ୱର: ଶାବର ଶ୍ରୀକ୍ଷେତ୍ର କୋରାପୁଟ, ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା, ଦ୍ୱତୀୟ ଶ୍ରୀକ୍ଷେତ୍ର ବାରିପଦା ସବୁଠି ଭକ୍ତ ଶୂନ୍ୟ ପରିବେଶ। ଖାଁ ଖାଁ ଚତୁର୍ଦିଗ। ଆଷାଢ଼ ଶୁକ୍ଲ ଦ୍ୱିତୀୟା ତିଥିରେ ଶ୍ରୀକ୍ଷେତ୍ର ଭଳି ଏସବୁ ସ୍ଥାନ ବି ହଜାର ହଜାର ଭକ୍ତଙ୍କ କୋଳାହଳରେ କମ୍ପିଉଠେ ହେଲେ ଏ ବର୍ଷ ସବୁକିଛି...

patrolling
ପୁରୀ ଜିଲ୍ଲାରେ କର୍ଫ୍ୟୁ କୋହଳ

ପୁରୀ: ଧାର୍ଯ୍ୟ ସମୟ ପୂର୍ବରୁ ପୁରୀ ଜିଲ୍ଲାରେ କୋହଳ ହେଲା କର୍ଫ୍ୟୁ। ତିନି ଶରଧାବାଲିରେ ଲାଗିବା ପରେ କର୍ଫ୍ୟୁ କୋହଳ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା ୭ରୁ ଜିଲ୍ଲାରୁ କର୍ଫ୍ୟୁ ହଟାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ପୁରୀ ସହରର କିଛି ନିର୍ଦ୍ଦିଷ୍ଟ...

haj3
ହଜ୍ ଯାତ୍ରା ପାଇଁ ଭାରତୀୟଙ୍କୁ ମିଳିବନି ଅନୁମତି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନଜରରେ ରଖି ଚଳିତବର୍ଷ ହଜଯାତ୍ରା ଉପରେ କଟକଣା ଜାରି କରାଯାଇଛି।  ଭାରତର କୌଣସି ମୁସଲମାନଙ୍କୁ ଗସ୍ତ ପାଇଁ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକତାର ଆବାସ ନକଭୀ କହିଛନ୍ତି। ଚଳିତବର୍ଷ ହଜ୍ ଯାତ୍ରା ପାଇଁ ଭାରତର ୨ଲକ୍ଷ  ୩୦...

ratho
ଗୁଣ୍ଡିଚା ମନ୍ଦିର ଆଗରେ ତିନି ଠାକୁର

ପୁରୀ: ଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲେ ତିନି ଠାକୁର। ପୁରୀ ବଡଦାଣ୍ଡରୁ ୩ ରଥରେ ବସି ଜଗନ୍ନାଥ, ବଳଭଦ୍ର ଓ  ମା ସୁଭଦ୍ରା ମାଉସୀ ମନ୍ଦିର ଆଗରେ ଲାଗିଛନ୍ତି। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ, ଶେଷରେ ନନ୍ଦିଘୋଷ ଲାଗିଲା। ଅପରାହ୍ନ ୩ଟା ୫୨ରେ ଗୁଣ୍ଡିଚା ମନ୍ଦିରରେ ତାଳଧ୍ୱଜରେ ବଡ଼ଠାକୁର...

plix
ଜନ୍ମବେଦୀକୁ ଯିବ କାଳିଆ, ଚମତ୍କାର କଲେ କି ମହାପ୍ରଭୁ!

ଭୁବନେଶ୍ୱର: ଅଲୌକିକ ନା କାଳିଆର ଚମତ୍କାର। ୪ ଦିନ ତଳେ ଯେଉଁ ସୁପ୍ରିମକୋର୍ଟ କୋଭିଡ୍ ମହାମାରୀକୁ ଦେଖି ଏବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି କିନ୍ତୁ ବଦଳାଇଛନ୍ତି ରାୟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧିନ ସେହି ୩ ଜଣିଆ ଖଣ୍ଡପୀଠ...

salman
ସଲମାନ୍ ଖାନଙ୍କୁ 'ପୋଷ୍ଟର୍ ବୟ' କହି ବର୍ଷିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ସୋଶାଲ ମିଡିଆରେ ହଙ୍ଗାମା ଏବେବି ଜାରି ରହିଛି। ସୁଶାନ୍ତଙ୍କ ସମର୍ଥନରେ ଫ୍ୟାନ୍ ଏବଂ ସୋଶାଲ ମିଡିଆ ୟୁଜର୍ସ ସଲମାନ୍ ଖାନ୍, କରଣ ଜୋହର୍, ସୋନମ୍ କାପୁର ଓ ଆଲିଆ ଭଟ୍ଟଙ୍କ ଭଳି ଆକ୍ଟରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା...

ratha-yatra
କେମିତି ଟଣାହେବ ୩ ରଥ, କହିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଗୋଟିଏ ରଥ ଟାଣିବାରେ ୫୦୦ରୁ ଅଧିକ ଲୋକ ନିୟୋଜିତ ହେବେ ନାହିଁ। ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସମେତ ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ ହେବେ। ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀରେ ଏହା ଉଲ୍ଲେଖ ରହିଛି। ସୁପ୍ରିମ୍‌କୋର୍ଟର ରଥଯାତ୍ରାକୁ ବିସ୍ତୃତ ସର୍ତ୍ତାବଳୀ:-...

Rath Yatra 2020
ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ପୁରୀ: ରାତି ପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ତେବେ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। କେଉଁ ସମୟରେ କଣ ହେବ:- ଆସନ୍ତାକାଲି ଭୋର ୩ଟାରେ ମଙ୍ଗଳ ଆଳତି ଭୋର ୩.୧୫ରୁ ୫ଟା ପର୍ଯ୍ୟନ୍ତ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ...

oil-p
୮୦ ଛୁଇଁଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଲଗାତର ୧୬ ଦିନ ଧରି ତୈଳ ଦର ବୃଦ୍ଧି ପାଇଛି। ସୋମବାର ପେଟ୍ରୋଲ ଲିଟର୍ ପିଛା ୩୩ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୫୮ ପଇସା ବୃଦ୍ଧି ପାଇଛି। ଯାହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୯ ଟଙ୍କା ୨୩...

mumbai
କୋହଲି ଓ ରୋହିତଙ୍କ ଚୌକା-ଛକାର ହିସାବ ରଖୁଥିବା ଏବେ କୋଭିଡ୍ ଯୋଦ୍ଧା

ମୁମ୍ବାଇ: ଦିନେ ସେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଓ ଭାଇସ୍ କ୍ୟାପଟେନ୍ ରୋହିତ୍ ଶର୍ମାଙ୍କ ଭଳି ଖେଳାଳିଙ୍କର ଚୌକା ଓ ଛକାର ହିସାବ ରଖୁଥିଲେ। କିନ୍ତୁ ଏବେ ସେ ଏହି କାମ ଛାଡ଼ି କୋଭିଡ୍ ଯୋଦ୍ଧା ଭାବେ ନିଜକୁ ନୂଆ ପରିଚୟ ଦେଇଛନ୍ତି। ସେହି ବ୍ୟକ୍ତି...

TAKEN-PART
୪୧ ଘଣ୍ଟା ପାଇଁ ପୁରୀ ଜିଲ୍ଲା ସଟ୍‌ଡାଉନ

ପୁରୀ: ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାରେ ସଟଡାଉନ ଘୋଷଣା। ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ତମାମ ପୁରୀ ଜିଲ୍ଲାକୁ ସଟଡାଉନ କରାଯାଇଥିବାରୁ କର୍ଫ୍ୟୁ ଭଳି ସ୍ଥିତି...

halt
ଓଡ଼ିଶାରେ ଭୂକମ୍ପ, ଲୋକେ ଭୟଭୀତ

ଭୁବନେଶ୍ୱର: ଭୂମିକମ୍ପରେ ଥରିଲା ଓଡ଼ିଶା। ରାୟଗଡ଼ାର କାଶୀପୁର ଅଞ୍ଚଳରେ ମୃଦୃ ଭୂମିକମ୍ପ ହୋଇଥିଲା, ଯାହା ହାଲକା ଭାବେ ହୋଇଥିଲା। ଏହି ଭୂମିକମ୍ପନର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। An earthquake of magnitude 3.6 on the Richter scale, occurred in Kasipur area...

jhsbajhd
'ଭକ୍ତର ଗୁହାରୀ ଶୁଣିଲେ ଭାବଗ୍ରାହୀ'

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଜଗନ୍ନାଥ ପ୍ରେମୀ ଓ କୋଟି କୋଟି ଭକ୍ତଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଗୃହ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ନେତା ଓ ମହାରାଜା ଖୁସି ବ୍ୟକ୍ତ କରିଛନ୍ତି। ରଥଯାତ୍ରାକୁ ଅନୁମତି ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।