ଢେଙ୍କାନାଳ: କମଳାଙ୍ଗରେ ହାତୀ ମୃତ୍ୟୁର ୨୪ ଘଣ୍ଟା ପରେ ଆଜି ନିଦରୁ ଉଠିଲେ ସରକାର। ଗତକାଲି ସକାଳେ ହାତୀ ମୃତ୍ୟୁ ଖବର ଆସିଥିଲେ ବି ଆଜି ସକାଳେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ତେବେ କାହା ଅବହେଳାରୁ ମଲେ ସାତ ସାତଟି ହାତୀ। ଶକ୍ତି ବିଭାଗ...