ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍ପି ବାଲାସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଚେନ୍ନାଇର ଏକ ସ୍ମଶାନରେ ଏସ୍ପିବିଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ତାମିଲ ସିନେମାର ବର୍ଷୀୟାନ ନିର୍ଦ୍ଦେଶକ ଭାରତୀରାଜାଙ୍କ ସମେତ ବହୁ କଳାକାର, ସିନେପ୍ରେମୀ ଓ ସୁବ୍ରମଣ୍ୟମଙ୍କ ପ୍ରଶଂସକ ଯୋଗ ଦେଇଥିଲେ। ଗତକାଲି ଅପରାହ୍ଣରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ...
କଟକ: ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ତଥା ଜାମିନଯୁକ୍ତ ମାମଲା ଗୁଡ଼ିକର ବିଚାର...
ନୂଆଦିଲ୍ଲୀ: କେନ୍ଦ୍ର ବିଜେପିର ବଡ଼ଧରଣର ପରିବର୍ତ୍ତନ ହୋଇଛି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ, ରମଣ ସିଂହ, ମୁକୁଲ ରଏ, ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ବୈଜୟନ୍ତ ପଣ୍ଡାକୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ବେଙ୍ଗାଲୁରରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିଚ ହୋଇଥିବା ଯୁବ ସାଂସଦ ତେଜସ୍ୱୀ...
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଛନ୍ତି। ସେ ସିଗାରେଟ୍ ନେଇଥିବା ସ୍ୱୀକାର କରୁଥିବା ବେଳେ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଥିବା ନାରକୋଟିକ୍ସ କଣ୍ଟ୍ରୋଲନ୍ ବ୍ୟୁରୋ (NCB)ର ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନ୍ସିବିର ପଚରାଉଚରା ବେଳେ ସାରା ସିଗାରେଟ୍ ନେଉଥିବା...
ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ବଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ୍ ପ୍ଲାଟଫର୍ମରେ ଜେନେରାଲ୍ ଆସେମ୍ବଲୀକୁ ସମ୍ବୋଧନ କରିଛନ୍ତି ମୋଦି। ସମ୍ବୋଧନ କରି ମୋଦି କହିଛନ୍ତି ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ...
ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍ଲିକୁ ସମ୍ବୋଧନ କରି ଜାତିସଂଘକୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେତେ ଦିନ ପର୍ଯ୍ୟନ୍ତ ଭାରତ ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗରୁ ବଞ୍ଚିତ ରଖାଯିବ ବୋଲି ପ୍ରଶ୍ନ କରିଛନ୍ତି ମୋଦି। ଜାତିସଂଘର ପୁନର୍ଗଠନ ପାଇଁ ଯେଉଁ ପ୍ରୋସେସ୍ ପୂରା ହେବା ନେଇ...
ଭୁବନେଶ୍ୱର: ରାଜ୍ୟରେ ୪୭୬୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ୧ ଲକ୍ଷ ୭୦ ହଜାର ୧୯୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି। ତେବେ...
ନୂଆଦିଲ୍ଲୀ: ଭାରତ ସରକାର ଦେଶବାସୀଙ୍କ ପାଖରେ କରୋନା ଭ୍ୟାକ୍ସିନ୍ ପହଞ୍ଚାଇବା କଥା କହୁଥିବା ବେଳେ ଭ୍ୟାକ୍ସିନ ଉତ୍ପାଦନରେ ଲାଗିଥିବା ପୁନେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ଅଧ୍ୟକ୍ଷ ଅଦର ପୁନାୱାଲା ସରକାରଙ୍କୁ ଏକ ପ୍ରଶ୍ନ କରିଛନ୍ତି। କରୋନା ଭାଇରସ ପାଇଁ ଦେଶବାସୀଙ୍କୁ ଭ୍ୟାକ୍ସିନ ବିତରଣ କରିବା ପାଇଁ...
କୋଲକାତା: ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆରମ୍ଭ ହେବ। ଏନେଇ ଶନିବାର ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁଣିଥରେ ସାଧାରଣ ଧାରାକୁ ଫେରିଆସିବା ପାଇଁ ଅକ୍ଟୋବର ୧ ତାରିଖରୁ ପଶ୍ଚିମବଙ୍ଗରେ କେତେକ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆରମ୍ଭ...