• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

pratap
ଚଳିତ ଆର୍ଥିକ ବର୍ଷ ରାଜ୍ୟରେ ୨ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ରାଜ୍ୟରେ ୨ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି। ଚଳିତ ଆର୍ଥିକ ବର୍ଷ ନିର୍ମାଣ ହୋଇଛି ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର। ଏହା ଗତ ଆର୍ଥିକ ବର୍ଷଠାରୁ ଦୁଇ ଗୁଣ ଅଧିକ। ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ...

dog
କୁକୁରକୁ ମାରି ୩ ଜଣ ଗିରଫ

ଗଜପତି: କୁକୁରକୁ ମାରି ୩ ଜଣ ଗିରଫ ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ। ବାଟଗୌଡ଼ ସାହିରେ ଏକ ବୁଲା କୁକୁରକୁ ୩ ଜଣ ଯୁବକ ନିଷ୍ଠୁର ଭାବେ ହତ୍ୟା କରିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ସ୍ଥାନୀୟ ବୁଦ୍ଧିଜବୀ, ଭୁବନେଶ୍ୱରର ପିପଲ୍ ଫର୍ ଆନିମାଲ୍ସ...

car
୪ ଦିନ ସଟଡାଉନ ହେବ ଏହି ଜିଲ୍ଲା

ଢେଙ୍କାନାଳ: କରୋନା ପାଇଁ ଢେଙ୍କାନାଳ(Dhenkanal) ପୌରାଞ୍ଚଳକୁ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଗତ ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ କାଲିଠାରୁ ୩୦ ତାରିଖ ଯାଏ ୪ ଦିନ ସଟଡାଉନ ରହିବ। ଢେଙ୍କାନାଳ ଟାଉନ ପୌରାଞ୍ଚଳର ସମସ୍ତ ୨୩ଟି ଓ୍ୱାର୍ଡରେ ସଟଡାଉନ ଲାଗୁ ହେବ। ପ୍ରଶାସନ...

congress
ବଗଲାକୁ ନେଇ ସରକାର ଓ ଜିଲ୍ଲାପାଳଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ପୁଣି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ବଗଲା ଧର୍ମଶାଳା ଜମି ବିକ୍ରି ଗୋଟିଏ ବଡ଼ ଦୁର୍ନୀତି। ଜମି ବିକ୍ରି ହୋଇନାହିଁ...

bdk
ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର; ବନ୍ୟା ଆଶଙ୍କାରେ ପହଞ୍ଚିଲା NDRF ଓ ODRAF

ଭଦ୍ରକ: ଲଗାଣ ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର। ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୮.୨୭ ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀର...

bolyywod
ବଲିଉଡ୍ କୋରିଓଗ୍ରାଫର ଏବେ ଚା' ଦୋକାନୀ

ଭୁବନେଶ୍ୱର; ବଲିଉଡ୍ ଡ୍ୟାନ୍ସରରୁ ଏବେ ଚାହା ଦୋକାନୀ। ଯାହାଙ୍କ ଇସାରାରେ ନାଚୁଥିଲେ ଓଲିଉଡ୍‌ରୁ ବଲିଉଡ୍ କଳାକାର, ସେ ଏବେ ରାସ୍ତାକଡ଼ରେ ଚାହା ବିକୁଛନ୍ତି। ଗଞ୍ଜାମ ବେଗୁନିଆପଡ଼ାର ଗୁରୁ ସାଓଲିଙ୍ଗ ମୁମ୍ବାଇରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇଥିଲେ। ହେଲେ ଲକ୍‌ଡାଉନ୍ ବଦଳାଇ ଦେଇଛି ତାଙ୍କ ପେସା। ବଲିଉଡ୍ ଡ୍ୟାନ୍ସରରୁ ସେ...

rain
ରାଜ୍ୟରେ ବନ୍ୟା ଆଶଙ୍କା ନେଇ ଏମିତି କହିଲେ ଏସ୍‌ଆର୍‌ସି

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ  ଅଧିକ ଆଲର୍ଟ ...

old wroin
ରାସ୍ତା ପାର ହେଉଥିବା ବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା

ମୟୂରଭଞ୍ଚ; ରାସ୍ତା ପାର ହେଉଥିବା ବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ମନ୍ଦିର ପାଖରେ ବୃଦ୍ଧା ଜଣକ ପାଣିରେ ଭାସିଯାଇଛନ୍ତି। ଭିମଦା ଗାଁର ସ୍ନେହଲତା ମହାପାତ୍ର ନିଜ ପରିବାର ସହିତ ବଡ଼ସାହି ଡାକ୍ତରଖାନାକୁ କରୋନା ଟେଷ୍ଟ ପାଇଁ ଆସିଥିଲେ।...