ନୂଆଦିଲ୍ଲୀ: ଏବେ ପ୍ରାୟ ସବୁଦିନ ଦେଶରେ ୭୦ ହଜାର ପାଖାପାଖି କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୬୯,୮୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ୯୪୫ ଜଣଙ୍କର ଜୀବନ ନେଇଛି ଏହି ମହାମହାରୀ। ଏନେଇ କେନ୍ଦ୍ର...
ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟ୍କା ଦେଲା ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ବାତିଲ କରାଯାଇଛି। ସପ୍ତାହକ ମଧ୍ୟରେ ଏଥିପାଇଁ ସାନି ଟେଣ୍ଡର କରାଯିବ ନୂଆ ଟେଣ୍ଡର ବେଳେ ଭାରତୀୟ କଂପାନୀକୁ ଅଗ୍ରାଧିକାର ଦିଆଯିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନର...
ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍ବୁକ୍ ମୁଖ୍ୟ ଅଜିତ ମୋହନ କହିଛନ୍ତି ” ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ...
ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ JEE ମେନ୍ ଓ NEET UG 2020 ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ପାଇଁ ତାରିଖ ଘୁଞ୍ଚିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି ନ୍ୟାସ୍ନାଲ୍ ଟେଷ୍ଟ ଏଜେନ୍ସି (NTA) । ଏ ନେଇ ଶୁକ୍ରବାର ଏନ୍ଟିଏର ୱେବ୍ସାଇଟ୍ରେ ଏକ ନୋଟିସ୍...
ଶ୍ରୀଗନର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍କାଉଣ୍ଟର କଲା ସେନା। ଏମାନେ ପଞ୍ଜାବର ତର୍ନ ତାରନ ଜିଲ୍ଲାର ଦେଇ ଉପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଏସ୍ଏଫ୍ର ୧୦୩ ବାଟାଲିୟନ୍ ଅନୁପ୍ରବେଶକାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ୍ ରାଇଫଳ...
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ତଦନ୍ତ ଯେତିକି ଆଗଉଛି ମାମଲା ସେତିକି ସନ୍ଦେହଜନକ ହେଉଛି। ଏବେ ସୁଶାନ୍ତ ବେଡ୍ରୁମ ତାଲା ଭାଙ୍ଗିଥିବା ବ୍ୟକ୍ତି ରଫିକ୍ଙ୍କ ବୟାନକୁ ନେଇ ସନ୍ଦେହ ବଢ଼ିଛି। ତାଲା ଭାଙ୍ଗିବାକୁ ୩ରୁ ୪ ଜଣ ଡାକିଥିବା ରଫିକ୍ କହିଛି। ରଫିକ କହିଛି, ବେଡ୍...
ଲକ୍ଷ୍ନୌ: କଥାରେ ଅଛି ଅତିରୁ ଇତି। ଅର୍ଥାତ ଆବଶ୍ୟକ ଠାରୁ ଅଧିକ ମିଳିବା ଖରାପ। ସମ୍ପର୍କରେ ବି ଠିକ୍ ସେମିତି ହୋଇଥାଏ। କୁହାଯାଏ, ପିଲାଙ୍କୁ ଆବଶ୍ୟକତା ଠାରୁ ଅଧିକ ଗେହ୍ଲା କଲେ ସେମାନେ ବିଗିଡ଼ିଯାଆନ୍ତି, କିନ୍ତୁ ଅତ୍ୟଧିକ ଭଲପାଇବା ଯେ କାହାକୁ ଅଣନିଶ୍ୱାସୀ କରିଦେବ, ଏକଥା ଅପଣ କେବେ...
ଲମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ହେବାକୁ ଥିବା ନବାନ୍ନ ଲାଗି ସମୟର ଦୃଶ୍ୟ ଅନ୍ଲାଇନ୍ରେ ପ୍ରସାରିତ ହେବ। କରୋନା କଟକଣା ଯୋଗୁଁ ଏଥର ଏହି ନିଷ୍ପତ୍ତି ନେଇଛି ସମଲେଶ୍ୱରୀ ମନ୍ଦିର ପରିଚାଳନା କମିଟି। ଏଥିପାଇଁ ମନ୍ଦିର ନିକଟକୁ ନ ଆସିବା ଲାଗି ଭକ୍ତଙ୍କୁ ପରିଚାଳନା...
ନୂଆଦିଲ୍ଲୀ: ଦେଶରେ ଦିନକରେ ୬୯ ହଜାର ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି। ସେହିଭଳି ୯୧୨ ଜଣଙ୍କର ଜୀବନ ନେଇଛି ମହାମାରୀ କୋଭିଡ-୧୯ ଭାଇରସ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ମୃତ୍ୟ ସଂଖ୍ୟାକୁ ମିଶାଇ ଦେଶରେ କରୋନାଜନିତ...
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ସାରର ଅଭାବ ଦେଖାଦେଇଛି। ଚାଷ କାର୍ଯ୍ୟ ପାଇଁ ସାର ମିଳୁନଥିବାରୁ ଚିନ୍ତାରେ ପଡ଼ିଛି ଚାଷୀ। ମୟୂରଭଞ୍ଜ, ସୁନ୍ଦରଗଡ଼, ଗଞ୍ଜାମ ସବୁଠି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ସବ୍ସିଡିରେ ମିଳୁଥିବା ସାର ଚାଷୀଙ୍କୁ ମିଳୁନଥିବାରୁ ବାହାର ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ...
ଭୁବନେଶ୍ୱର: କରୋନା ପାଇଁ ସବୁଠି ନିରାଡ଼ମ୍ବର ଭାବେ ଗଣେଶ ପୂଜା ପାଳିତ ହୋଇଥିବା ବେଳେ ବ୍ରହ୍ମପୁର ସହରରେ ଦୁଇ ଜଣ ବ୍ୟକ୍ତି ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରିଛନ୍ତି। ବ୍ରହ୍ମପୁର ସହରର ଡାକ୍ତର ଜାମୁଲା ନାରାୟଣଙ୍କ ଘରେ ୮୦ ପ୍ରକାରର ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି। ଏହି...