• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

corona
୨୪ ଘଣ୍ଟାରେ ସୁସ୍ଥ ହେଲେ ୬୨, ୨୮୨; ବଢ଼ିଲା ସୁସ୍ଥ ହାର

ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟାକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରେକର୍ଡ ସଂଖ୍ୟାକ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ଦେଶରେ ୬୨,୨୮୨ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା...

telengna
ତେଲେଙ୍ଗାନା ହାଇଡ୍ରୋଇଲେକ୍ଟ୍ରିକ୍‌ ପ୍ଲାଣ୍ଟ ଅଗ୍ନିକାଣ୍ଡ ଘଟଣା: ୬ ମୃତ, ୩ ଏବେ ବି ନିଖୋଜ

ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍‌ ପାୱାର୍ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଫସି ରହିଥିଲେ। ଏବେ ସେହି...

harley-davidson
ଭାରତରେ ପ୍ଲାଣ୍ଟ ବନ୍ଦ କରିବ ହାର୍ଲେ ଡେଭିଡସନ

ନୂଆଦିଲ୍ଲୀ: ହାର୍ଲେ ଡେଭିଡ୍‌ସନ ବାଇକ୍‌ ଫ୍ୟାନଙ୍କ ପାଇଁ ଖରାପ ଖବର। ଭାରତରେ ଥିବା ଆସେମ୍ବଲ୍ଡ ପ୍ଲାଣ୍ଟ ବନ୍ଦ କରିବାକୁ ଯାଉଛି ଏହି ଆମେରିକୀୟ କମ୍ପାନୀ। ବାଇକ୍‌ର ବିକ୍ରି କମ୍‌ ହେଉଥିବା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପ୍ଲାଣ୍ଟ ବନ୍ଦ କରିଦେଲେ ବି କମ୍ପାନୀ ଭାରତୀୟ ବଜାରରେ...