ନୂଆଦିଲ୍ଲୀ: ଦ୍ୱେଷ ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଛି। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ...
ଚେନ୍ନାଇ: କରୋନା ଆକ୍ରାନ୍ତ ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମ(ଏସ୍ବିପି)ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଚେନ୍ନାଇର ଏମ୍ଜିଏମ୍ ହେଲ୍ଥ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କୁ ଆଇସିୟୁର ଭେଣ୍ଟିଲେଟର୍ ଓ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ନେଇ ଏମଜିଏମ୍ ହେଲ୍ଥ କେୟାର ପକ୍ଷରୁ...
ନୂଆଦିଲ୍ଲୀ: ଶତ୍ରୁର ମୁକାବିଲା ଲାଗି ଭାରତ ଏବେ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଘାତକ ଅସ୍ତ୍ର ପିନାକ ରକେଟ ପ୍ରସ୍ତୁତ କରିଛି ଭାରତ। ଡିଆରଡିଓ ପକ୍ଷରୁ ପୋଖରାନର ଏକ ଫାୟାରିଂ ରେଂଜରେ ଏହାର ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ୬ଟି ପିନାକ ରକେଟର ପରୀକ୍ଷା...
ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର୍ ୟୁନିଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡି ଘଟିଛି। ଏଥିରେ ୯ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି। ଗୁରୁବାର ରାତି ପ୍ରାୟ ୧୦.୩୦ରେ ପାୱାର ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ପ୍ରାୟ ୧୯ ଜଣ କାମ...
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଏକ ମାମଲାରେ ଭୁଲ୍ ରାୟ ଦେଇଥିବା ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୮ରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏହି ଆବେଦନ ହୋଇଥିଲା। ଆଜି ଏହି ଆବେଦନର ଶୁଣାଣି କରି କୋର୍ଟ...
ଭୁବନେଶ୍ୱର: ୫୫ ହଜାର ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି। ଅନ୍ଲାଇନ୍ରେ ଏହି ଶାଢ଼ିକୁ ନିଲାମ କରାଯାଇଥିଲା। ୫୫ ହଜାର ଟଙ୍କାରେ ତାକୁ କିଣିଛନ୍ତି ଆଇଆଇଟି ଗୁଆହାଟୀର ଜଣେ ଛାତ୍ରୀ ଦେବାଂଶୀ ମିଶ୍ର। ତାଙ୍କ ଘର ଭଦ୍ରକରେ। ସେ ଗୁଆହାଟୀରେ ଆଇଆଇଟି ପଢୁଛନ୍ତି। ଶାଢ଼ି କିଣିସାରିବା...
ମୁମ୍ବାଇ: ଭେଟେରାନ ଫିଲ୍ମ ଷ୍ଟାର ଦିଲ୍ଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କର ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଷ୍ଟାର୍ ଦିଲ୍ଲୀପ କୁମାର ଏନେଇ ଏକ ଟ୍ୱିଟ୍କୁ ରିଟ୍ୱିଟ୍ କରିବା ପରେ...
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ ଜଣ ସୁରକ୍ଷା କର୍ମୀଙ୍କୁ କରୋନା। ଶୁକ୍ରବାର ଲାଲୁଙ୍କ ସୁରକ୍ଷା କର୍ମୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ୭୨ ବର୍ଷୀ ଲାଲୁ ବର୍ତ୍ତମାନ କେଲି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା...