ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ପାଇଁ ଦଣ୍ଡ ଘୋଷଣା କରିପାରନ୍ତି। ପ୍ରଶାନ୍ତ ଆବେଦନ ଖାରଜ କରି କୋର୍ଟ କହିଛନ୍ତି “ଏହା ଯଥୋଚିତ ଆବେଦନ ନୁହେଁ। ଦଣ୍ଡ ବିଧାନ...
ନୂଆଦିଲ୍ଲୀ: ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର। ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଛି। ସେହିଭଳି ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି...
ନୂଆଦିଲ୍ଲୀ: ଇଣ୍ଡିଆରେ ଡାଉନ୍ ହେଲା G-mail । ମେଲ୍ ଲଗ୍-ଇନ କରିବାରେ ଅସୁବିଧା ହେଉଛି। ଯଦି ବି ଲଗ୍ଇନ ହେଉଛି ତେବେ ମେଲ୍ ଯାଉନି କି ଆସୁନି ବୋଲି ୟୁଜରମାନେ ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗକୁ ମଧ୍ୟ ସ୍ୱୀକାର କରିଛି ଗୁଗଲ। G-mail ଡାଉନ୍ ଥିବା ଅଭିଯୋଗର ଉପରେ...
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନ, ଅମିତ ଶାହଙ୍କ ପରେ ପୁଣି ଜଣେ କେନ୍ଦ୍ର ମନ୍ତ୍ରୀ କରୋନା ପଜିଟିଭି ହୋଇଛନ୍ତି। କେନ୍ଦ୍ର ଜଳଶକ୍ତି ମିସନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଡାକ୍ତରକାନାରେ...
ମୁମ୍ବାଇ: ଆର୍ଟିଷ୍ଟ, ଫଟୋଗ୍ରାଫର ଗ୍ଲାସ୍ୱାର୍କ ପେଣ୍ଟର ୪୧ ବର୍ଷୀୟ ରାମ ଇନ୍ଦ୍ରନିଲ କାମାଥଙ୍କର ଗତକାଲି ମୃତ୍ୟୁ ହୋଇଛି। ମୁମ୍ବାଇ ସ୍ଥିତ ବାସଭବନର ବାଥ ଟବ୍ରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଘଟଣା ସ୍ଥଳରେ ଏକ ସୁଇସାଇଡାଲ୍ ନୋଟ୍ ମଧ୍ୟ ଉଦ୍ଧାର ହୋଇଛି। ଏହି ଘଟଣାରେ ଆକସ୍ମିକ ମୃତ୍ୟୁ...
ଲକ୍ଷ୍ନୌ: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗ ନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ବସିଛି। ନୂଆଦିଲ୍ଲୀରେ ଏହି ବୈଠକ ବସିଛି। କେବେଠାରୁ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ସେନେଇ ବୈଠକରେ ସ୍ଥିର ହେବ। ବୈଠକରେ ଯୋଗ ଦେବାକୁ ଟ୍ରଷ୍ଟର ସମସ୍ତ...
ନୂଆଦିଲ୍ଲୀ: ହୋଟେଲ୍ ଓ ରେସ୍ତୋରାଁ ଏବେ ଗ୍ରାହକଙ୍କୁ ମଦ ମିଳିବ। ଲକ୍ଡାଉନ୍ ଓ ସଟ୍ଡାଉନ୍ର ୫ ମାସ ପରେ ଦେଶର ରାଜଧାନୀରେ ଦିଲ୍ଲୀରେ ଗ୍ରାହକଙ୍କୁ ମଦ ପରଶିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର। କିନ୍ତୁ ଯେଉଁମାନଙ୍କ ପାଖରେ ଏଥିପାଇଁ ଉପଯୁକ୍ତ ଲାଇସେନ୍ସ ଥିବା କେବଳ ସେହି ହୋଟେଲ୍ ଓ...
ଭୁବନେଶ୍ୱର: କେବଳ ମଣିଷ ନୁହେଁ, ପଶୁପକ୍ଷୀମାନେ ବି ବେଶ୍ ଚାଲାଖ। ଜୀବନ ଜୀବିକା ପାଇଁ ମଣିଷ ଭଳି ପଶୁପକ୍ଷୀମାନେ ବି ନାନା ଫନ୍ଦିଫିକର କରନ୍ତି। ହେଲେ ମଣିଷ ଅପେକ୍ଷା ପଶୁ ପକ୍ଷୀମାନଙ୍କର ଚାଲାଖି ଦେଖିଲେ ଖୁବ୍ ମଜା ଲାଗେ। ଠିକ୍ ସେମିତି ଏକ ମଜାଦାର ଭିଡିଓ ଏବେ ଟ୍ୱିଟ୍ର୍...
ଇସଲାମାବାଦ: ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାରେ ରହୁଥିବା ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେକ୍ ରଶୀଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏକ ଟିଭି ଚ୍ୟାନେଲ୍କୁ ଦେଇଥିବା ଏକ ସାକ୍ଷତକାରରେ ଏପରି ଧମକ ଦେଇଛନ୍ତି ରଶୀଦ। ସେ...
ନୂଆଦିଲ୍ଲୀ: ମାତ୍ର ୨୯୯ ଟଙ୍କାର ଫିଚର ଫୋନ୍, ୩,୯୯୯ ଟଙ୍କାର LED ଟିଭି ଲଞ୍ଚ୍ କରିଥିବା କମ୍ପାନୀ Detel ଏବେ ଇଲେକ୍ଟ୍ରିକ ଟୁ-ହ୍ୱିଲର କ୍ଷେତ୍ରରେ ଜବରଦସ୍ତ ଧମାକା କରିଛି। ଡିଟେଲ ମାତ୍ର ୧୯,୯୯୯ ଟଙ୍କାରେ ଗ୍ରାହକଙ୍କ ପାଇଁ ଏକ ଦମ୍ଦାର ଟୁ-ହ୍ୱିଲର ଲଞ୍ଚ କରିଛି। ଯାହାର ନାଁ ରହିଛି...
ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮,୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୮୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ହଜାର ଜଣ...
କାଙ୍ଗ୍ରା: ଗାଡ଼ିରେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ୭ ଅଭିଯୁକ୍ତ। ପ୍ରଥମେ ଏକ ଫାର୍ମରେ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ମେକ୍ଲୋଡ୍ଗଞ୍ଜର ଏକ ହୋଟେଲ୍କୁ ନେଇ ଯାଇ ପୁଣିଥରେ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ଗୁରୁବାର ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ। ଘଟଣାରେ...