ନୂଆଦିଲ୍ଲୀ: ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସନ୍ଧ୍ୟା ୭ଟା ବେଳେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ରେ ସୋନିଆଙ୍କୁ ଭର୍ତ୍ତି କରାଯାଇଛି। ହସ୍ପିଟାଲର ଅଧ୍ୟକ୍ଷ ଡା.ଡିଏସ ରାଣା କହିଛନ୍ତି, ନିୟମିତ ଟେଷ୍ଟ ପାଇଁ ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧି ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏବେ...
କେନ୍ଦ୍ରାପଡ଼ା: ଇଷ୍ଟକୋଷ୍ଟ ଜିଏମ୍ଙ୍କୁ ଭେଟିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବିଧାୟକ। ବହୁ ପ୍ରତୀକ୍ଷିତ କେନ୍ଦ୍ରାପଡ଼ା ହରିଦାସପୁର ରେଳ ପ୍ରକଳ୍ପକୁ ନେଇ ବିଧାୟକମାନେ ଇଷ୍ଟକୋଷ୍ଟ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି। ହରିଦାସପୁର ୮୨ କିଲୋମିଟର୍ ରେଳ ପ୍ରକଳ୍ପରେ ପାସେଞ୍ଜର ଟ୍ରେନ୍ ଚଲାଇବାକୁ ଦାବି କରିଛନ୍ତି ବିଧାୟକ। କେନ୍ଦ୍ରାପଡ଼ାର ଶହ ଶହ ଲୋକେ ଏହି ରେଳପଥ...
ଢେଙ୍କାନାଳ: ଢେଙ୍କାନାଳ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାପୁର ଫାଣ୍ଡି ASI ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ପୋଲିସର ନିଷ୍କ୍ରିୟତା ଯୋଗୁଁ ଢେଙ୍କାନାଳ ଭାପୁର ଅଞ୍ଚଳରେ...
ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ବେଳେ ଆମେରିକାର ନ୍ୟୁୟର୍କ ଟାଇମସ ସ୍କୋୟାରରେ ଭଗବାନ ରାମଙ୍କ ଫଟୋ ଓ ଭବ୍ୟ ମନ୍ଦିରର ଥ୍ରୀ-ଡି ଚିତ୍ର ପ୍ରଦର୍ଶନ ହେବ। ଏହି ଐତିହାସିକ ଘଟଣାକୁ ସାରା ବିଶ୍ୱରେ ପହଞ୍ଚାଇବା ଲାଗି ପ୍ରୟାସ କରାଯାଇଛି। ପ୍ରବାସୀ...
ୱାଶିଂଟନ: ପୃଥିବୀ ବାହାରେ ଜୀବନ ଖୋଜିବାକୁ ପୁଣି ମଙ୍ଗଳ ଗ୍ରହ ଅଭିମୁଖେ ରୋଭର୍ ପଠାଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଫ୍ଲୋରିଡ଼ା କେପ୍ କାନାଭେରାଲ୍ରୁ ଆଟଲାସ୍-ଭି ରକେଟ୍ ସାହାଯ୍ୟରେ ରୋଭର୍ ପର୍ସେଭରେନ୍ସର ଉତ୍କ୍ଷେପଣ ହୋଇଛି। ଏହି ବହୁ ଆକାଂକ୍ଷିତ ଉତ୍କ୍ଷେପଣ ସଫଳ ହୋଇଥିବା ନାସା ପକ୍ଷରୁ କୁହାଯାଇଛି।...