ଭୁବନେଶ୍ୱର: ଅନଲକ୍-ଥ୍ରୀରେ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଜାତ ବନ୍ଦ ରହିବ। ହେଲେ ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା କିନ୍ତୁ ଚାଲୁ ରହିବ। ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ। କଣ ବନ୍ଦ ରହିବ...
ଭୁବନେଶ୍ୱର: ଭାଇରାଲ୍ ଭିଡିଓକୁ ନେଇ ଅଡୁଆରେ ପଡ଼ିଛି ବିଏମସି। ଅନ୍ୟ ଉପାୟ ନ ପାଇ ଶେଷରେ ଓଟିଭି ବିରୋଧରେ ରୋଷ ଝାଡ଼ିବାକୁ ଉଦ୍ୟମ କରିଛି। ଭୁଲରେ କରୋନା ପଜିଟିଭ୍ କହି ବସ୍ତି ବାସିନ୍ଦାଙ୍କୁ ଜବରଦସ୍ତ ଘରୁ ଉଠାଇ ନେଇ ପୁଣି ନେଗେଟିଭ୍ କହି ଛାଡ଼ି ଦେଇଥିବା ଭଳି ଗୁରୁତର...
ନୂଆଦିଲ୍ଲୀ: ଆଜି ଅଗଷ୍ଟ ୧ ତାରିଖ। ଆଜିଠାରୁ ଦେଶରେ ହେବାକୁ ଯାଉଛି ଅନେକ ପରିବର୍ତ୍ତନ। ଯଦି ଆପଣ ଡିଜିଟାଲ କାରବାର କରୁଥାନ୍ତି, ତେବେ ଏହି ପରିବର୍ତ୍ତନ ବିଷୟରେ ଆପଣ ନିହାତି ଜାଣି ରଖିବା ଦରକାର। ଆଜିଠାରୁ ଅନଲାଇନ ସପିଂ କଲେ ଆପଣ ଯେକୌଣସି ଉତ୍ପାଦ ବିଷୟରେ ବିଶେଷ ସୂଚନା...