• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

covid-1
ଭୁବନେଶ୍ୱରରେ ଆଉ ୧୨୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସହରରେ ଆଉ ୧୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ରୁ କ୍ୱାରେଣ୍ଟିନରୁ ୭୭ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ-୯ ବାୟାବାବା ବସ୍ତିରୁ ୯ ଜଣ ଚିହ୍ନଟ ହୋଇଛନ୍ତି।...

bmc
ଭିଡ଼କୁ ନଯିବାକୁ ବିଏମ୍‌ସି କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମିତ ବଢୁଥିବା ନେଇ ଜନସାଧାରଣଙ୍କୁ ସତର୍କ କରାଇଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଭିଡ଼କୁ ନଯିବାକୁ ପରାମର୍ଶ ଦେଲେ ବିଏମ୍‌ସି କମିଶନର। ଦୈନିକ ପରିବା କିଣିବାକୁ ନଯାଇ, ୪/୫ ଦିନରେ ଥରେ ଯାଆନ୍ତୁ, ଟଙ୍କାଏ ଦୁଇଟଙ୍କା ପାଇଁ ବୁଲି ବୁଲି କିଣନ୍ତୁନି। ଜୀବନ ବଞ୍ଚିବା...

bmc 1
ଭାଇରାଲ୍ ଭିଡିଓ ପ୍ରସାରଣ ପରେ ଚିହିଁକି ଉଠିଲା ବିଏମ୍‌ସି

ଭୁବନେଶ୍ୱର: ପଜିଟିଭ୍ କହି ଉଠେଇ ନେଲେ, ପରେ ଭୁଲ୍ ହୋଇଥିବା କହି ଘରକୁ ଛାଡ଼ିଦେଲେ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ପରିଚାଳନାରେ ସାମ୍ନାକୁ ଆସିଛି ଅବ୍ୟବସ୍ଥାର ଏଭଳି ସାଙ୍ଘାତିକ୍ ଅଭିଯୋଗ। ସ୍ଥାନୀୟ ହରିନଗର ବସ୍ତିର ୪୫ ଜଣ ବାସିନ୍ଦା ସେମାନଙ୍କ ଦୁର୍ଦ୍ଦଶାର ଭିଡିଓ କରି ଏହାକୁ ଭାଇରାଲ୍ କରିବା...

gutkha
୨ ଶହ ବସ୍ତା ଗୁଟଖା ଜବତ  

ବ୍ରହ୍ମପୁର: ଗୋଟି ନୁହେଁ କି ଦୁଇଟି ନୁହେଁ, ୨ ଶହ ବସ୍ତା ଗୁଟଖା ଜବତ  କରିଛି ପୁଲିସି। ବ୍ରହ୍ମପୁର ସହର ଉପକଣ୍ଠ ଗୁରୁଣ୍ଠି ଗାଁରେ ଚାଲିଥିବା କମ୍ପାନିରୁ ଜବତ ହୋଇଛି ୨ ଶହ ବସ୍ତା ଗୁଟଖା। ଜବତ ହୋଇଥିବା ଗୁଟଖାର ଓଜନ ଦୁଇ କ୍ୱୁଣ୍ଟାଲ ହୋଇଥିବା ବେଳେ ଏହାର...

mrtyer
ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନରେ ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ବାଲାକୋଟ୍ ସେକ୍ଟରରେ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଶୁକ୍ରବାର ରାତିରେ ପାକିସ୍ତାନ ଯବାନ ଗୁଳି ଚଳାଇବାରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଜାମ୍ମୁ ଆର୍‌ମି ବେସ୍ ମୁଖପାତ୍ର ଲ୍ୟୁଟନାଣ୍ଟ କଲୋନେଲ୍ ଦେବେନ୍ଦର ଆନନ୍ଦ...

corona-test
ଘରୋଇ ହସ୍‌ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ଚିଠି; ଆଣ୍ଟିଜେନ ଓ RT-PCR ଟେଷ୍ଟ ପାଇଁ ଉଚିତ ମୂଲ୍ୟ ନିଅ

ଭୁବନେଶ୍ୱର: ରାପିଡ୍ ଆଣ୍ଟିଜେନ୍ ଓ RT-PCR ଟେଷ୍ଟ ନେଇ ଘରୋଇ ହସ୍ପିଟାଲକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ। ଘରୋଇ ଲ୍ୟାବ ଆଣ୍ଟିଜେନ, RT-PCR ଟେଷ୍ଟ କରିପାରିବେ। ତେବେ ଟେଷ୍ଟିଂ ପରେ ରିପୋର୍ଟ ଆଗ କର୍ତ୍ତୃପକ୍ଷଙ୍କୁ ଓ ପରେ ୨୪ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଣାଇବେ ବୋଲି ସ୍ୱାସ୍ଥ୍ୟ...

coor
ଆଜି ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୭୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୩୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ...