ପୁରୀ: ପୁରୀ କରୋନା ହଟ୍ସ୍ପଟ୍ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ୍। ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି। ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି, ସେମାନଙ୍କ ଉପରେ ଡ୍ରୋନ୍ ନଜର...
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ...
ଭୁବନେଶ୍ୱର: ଭୁବନେଶ୍ୱରରେ ଅନର କିଲିଂକୁ ନେଇ ଚର୍ଚ୍ଚା ହେଉଛି। ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-୨ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନର କିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ପ୍ରେମ ସମ୍ପର୍କକୁ ନେଇ ପରିବାର...
ଭୁବନେଶ୍ୱର: ଆପଣ ଫ୍ରୁଟ୍ ଜୁସ୍ ପିଇବା ପାଇଁ ଯେଉଁ ଛୋଟ ପାଇପ୍ ତଥା ଷ୍ଟ୍ର ବ୍ୟବହାର କରୁଛନ୍ତି, ତାହା ଯେ ସଂଗୀତ ଯନ୍ତ୍ର ହୋଇପାରିବ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନ? ଆଶ୍ଚର୍ଯ୍ୟ ହେଲେ ବି କଥାଟା କିନ୍ତୁ ସତ। ଯାହାକୁ କରିଦେଖାଇଛନ୍ତି ରାଜ୍ୟର ଜଣାଶୁଣା ସାକ୍ସୋଫୋନ୍ ଏବଂ ବଂଶୀବାଦକ...
ଗଞ୍ଜାମ: ଗଞ୍ଜାମରେ ପ୍ରତିଦିନି ବିଗୁଡ଼ୁଛି କରୋନା ପରିସ୍ଥିତି। ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଜିଲ୍ଲାରେ ଚିନ୍ତା ବଢ଼ାଇଛି। ଆଜି ବି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ସବୁଠୁ ଅଧିକ ମୃତ୍ୟୁ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ହୋଇଛି। ଗଞ୍ଜାମରୁ ୫୬, ୫୫, ୩୯...
ଭୁବନେଶ୍ୱର: ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀ ପ୍ରବେଶ ପାଇଁ ବାରଣ କରିଛନ୍ତି ରାଜ୍ୟ ସରକାର। ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବନି। ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ ଆସିଲେ ହିଁ ଅନୁମତି ମିଳିବ। ଏନେଇ ଆଜି ସବୁ ଜିଲ୍ଲାପାଳଙ୍କୁ...
ପାରଳାଖେମୁଣ୍ଡି: ଗଜପତିରେ ସପ୍ତାହକୁ ୪ ଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଗଜପତି ଜିଲ୍ଲା ସଟ୍ଡାଉନ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ୪ ଦିନ ପାଇଁ ସଟ୍ଡାଉନ ଘୋଷଣା ହୋଇଛି। ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର NAC ମଧ୍ୟ ସଟଡାଉନ ରହିବ। ଜିଲ୍ଲାର ୩ଟି...
ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ। ଗ୍ରାମବାସୀଙ୍କ କଥାରେ ହଁ ନମାରିବାରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। ନୟାଗଡ଼ ଜିଲ୍ଲା ରଗଡ଼ିମଡା ଗାଁ ଗୋଲାସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ଏବେ ଏହି ୧୫ ପରିବାର ଓଡ଼ଗାଁ ଥାନା ସାମ୍ନା ବସ୍ଷ୍ଟାଣ୍ଡରେ ଦିନ କାଟୁଛନ୍ତି। ରାତିରେ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ...
କୋରାପୁଟ: ଟ୍ୟାଙ୍କରରେ ଭର୍ତ୍ତି କରି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଦଶ କିଲୋ ନୁହେଁ କି ୫୦ କିଲୋ ନୁହେଁ, ତାପୁଣି ଶହ ଶହ କିଲୋ ଓଜନର ଗଂଜେଇ ଚାଲାଣ କରାଯାଉଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ପୀତାଗୁଡ଼ା ଅଞ୍ଚଳରୁ...
କେନ୍ଦୁଝର: ଭୁଲି ଗଲେ ସାମାଜିକ ଦୂରତା ନିୟମ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ପୋଲିସ୍ ଅଛି ହେଲେ ଚୁପ୍, ପ୍ରଶାସନ ସବୁ ଜାଣି ଯେପରି ଆଖି ବୁଜି ଦେଇଛି। କୋଭିଡ୍ ମୁକାବିଲା ପାଇଁ ଏନ୍ଏମ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା। ଯାହା...