ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି। ଖୁବ୍ଶୀଘ୍ର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଭାଗିଦାରୀରେ ପ୍ରସ୍ତୁତ ଟିକାର ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ହେବ। ଏଥିପାଇଁ ଭାରତର ୫ଟି ରାଜ୍ୟରେ ପ୍ରସ୍ତୁତ କରାଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟ ମାନବ ପରୀକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ହୋଇଥିବାରୁ...
ଭୁବନେଶ୍ୱର: ପିପିଇ କିଟ୍ ହେଉ କିମ୍ବା ମାସ୍କ କୋଭିଡ ହସ୍ପିଟାଲରୁ ବାହାରୁଥିବା ବର୍ଜ୍ୟ ବସ୍ତୁକୁ ପରିଚାଳନା ଗାଇଡଲାଇନ ରହିଛି। ୱେଷ୍ଟ ମ୍ୟାନେଜମେଣ୍ଟ ଗାଇଲାଇନ ଅନୁସାରେ ଡିସପୋଜାଲ କରାଯିବ କଥା। ଯଦି ଏସବୁ ସଠିକ୍ ଭାବେ ଡିସପୋଜ କରାଯାଏ, ତେବେ କରୋନା ଭଳି ମହାମାରୀର ସଂକ୍ରମଣକୁ ଆମେ ଏଡ଼ାଇ ଦେଇପାରିବା।...
କଟକ: କଟକରେ ଡକାୟତି ଯୋଜନା ପଣ୍ଡ ହୋଇଛି। ଗ୍ୟାଙ୍ଗ୍ଷ୍ଟର ଟିଟୋ ଗ୍ୟାଙ୍ଗର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ। ଜାତୀୟ ରାଜପଥରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫମାନଙ୍କଠାରୁ ଗୋଟିଏ ବନ୍ଧୁକ ସହ ମାରଣାସ୍ତ୍ର, ୩ ରାଉଣ୍ଡ ଗୁଳି,...