କଟକ: କଟକରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର। ଜିଲ୍ଲାରେ କରୋନା ପଜିଟିଭି ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ କରାଯିବ। ଏହା ସହ କୋଭିଡ ହସ୍ପିଟାଲକୁ ମଧ୍ୟ ପରବର୍ତ୍ତୀ ସମୟରେ ବନ୍ଦ କରାଯିବ। କରୋନା ମୁକାବିଲା ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ...
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିମଧ୍ୟରେ ୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପ୍ରସ୍ତାବ ସହ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମିଳିଛି ମିଞ୍ଜୁର କରାଯାଇଛି। ତା’ସହ ୨୦-୨୧ ଖରିଫ ବିପଣନ ବର୍ଷରେ ୪୮ ଲକ୍ଷ...
ନୂଆଦିଲ୍ଲୀ: ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏକ ପରୀକ୍ଷାମୂଳକ ପ୍ରକଳ୍ପ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ...
ଧର୍ମଶାଳା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରେ ଆଉ ଜଣେ ଅଭିନେତାଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତ ସିଂ ରାଜପୁତଙ୍କ ସହ କାଇ ପୋ ଚେ ସିନେମାରେ ଅଭିନୟ କରିଥିବା ଆସିଫ୍ ବାଶ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ହିମାଚଳ ପ୍ରଦେଶର...
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳର ୧୧୦ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ୮୯, ବାଲେଶ୍ୱର...
ନୂଆଦିଲ୍ଲୀ: ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ ଏବେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀର ନୂଆ ତାଲିକା ଜାରି କରିଛି। ପାକିସ୍ତାନ ଜାରି କରିଥିବା “ ବୁକ୍ ଅନ୍ ମୋଷ୍ଟ ୱାଣ୍ଟେଡ୍/ ହାଇ ପ୍ରୋଫାଇଲ୍ ଟେରୋରିଷ୍ଟ” ତାଲିକାରେ ୨୬/୧୧ ମୁମ୍ବାଇ ଆକ୍ରମଣ ସାମିଲ୍ ଥିବା ଅନେକ ଆତଙ୍କବାଦୀଙ୍କ ନାଁ ରହିଛି। ଯାହାକୁ ନେଇ...
ନୂଆଦିଲ୍ଲୀ: ଭାରତ ଠାରୁ ମାଛ ଆମଦାନୀ ଉପରେ ରୋକ ଲଗାଇଲା ଚାଇନା। ଭାରତୀୟ ମାଛରେ କରୋନା ଭାଇରସ ଥିବା ଦର୍ଶାଇ ଚାଇନା ମାଛ ଆମଦାନୀ ଉପରେ ରୋକ ଲଗାଇଛି। ଚାଇନା କଷ୍ଟମ ଅଫିସରଙ୍କ କହିବା ଅନୁଯାୟୀ ୩ଟି ସାମ୍ପଲରେ କରୋନା ଭାଇରସ ଜଣାପଡ଼ିଥିଲା। ଏହାପରେ ମାଛ ଆମଦାନୀ ଉପରେ...
ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କଲା ଇଣ୍ଟେଲିଜେନ୍ସ ବ୍ୟୁରୋ। ପଶ୍ଚିମବଙ୍ଗରେ ଆକ୍ରମଣ ନେଇ ପାକିସ୍ତାନ ଆତଙ୍କୀ ସଂଗଠନ ଅଲ୍-କାଏଦା ଯୋଜନା କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ପ୍ରକାଶ କରିଛି। ଏନେଇ ନଭେମ୍ବର ୫ ତାରିଖରେ ଏନ୍ଆଇଏ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଅଲ୍କାଏଦା ଆକ୍ରମଣ...
ସ୍ଲାମାବାଦ: ଚୌଧୁରୀ ସୁଗାର ମିଲ୍ ଘଟଣାରେ ଗିରଫ୍ ହୋଇ ଜେଲ୍ରେ ଥିବା ବେଳେ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କରେ ଖୁଲାସା କରିଛନ୍ତି ପାକିସ୍ତାନ ମୁସ୍ଲିମ ଲିଗ୍ ନାୱାଜ୍ ଦଳର ଅଧ୍ୟକ୍ଷା ମରିୟମ ନୱାଜ୍। ସେ ରହୁଥିବା ଜେଲ୍ କୋଠରୀ ଓ ବାଥ୍ରୁମ୍ରେ କ୍ୟାମେରା ଲଗାଯାଇଥିଲା ବୋଲି କହିଛନ୍ତି ମରିୟମ।...
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭୟାଳୁ ଓ ଅପରିପକ୍ୱ ସେ ପିଲାଳିଆମୀ ବ୍ୟବହାର କରୁଛନ୍ତି। ତାଙ୍କଠାରେ ଦକ୍ଷତା ନଥିଲେ ମଧ୍ୟ ସେ ପିଲାଙ୍କ ପରି ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଜୀବନୀ ପୁସ୍ତିକାରେ ରାହୁଲ ଗାନ୍ଧିଙ୍କୁ ଏଭଳି...
ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲ୍ ମ୍ୟାଚ୍ ଜିତି ଫେରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଅନେକ ଦାମୀ ହାତଘଣ୍ଟା ଜବତ କରିଛି ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆର୍ଆଇ। କ୍ରୁନାଲ ଦୁବାଇରୁ ଫେରୁଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇ ଏୟାରପୋର୍ଟରେ ଡିଆର୍ଆଇ ଅଧିକାରୀମାନେ...
ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନରେ ୩ ଯବାନ ସହିତ ହୋଇଥିବା ବେଳେ ୪ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଯାଇଛି। ଗୁରବାର ଉତ୍ତର କାଶ୍ମୀରର ଏଲ୍ଓସିରେକୁ ଲାଗିଥିବା ୩ଟି ସେକ୍ଟରରେ ପକିସ୍ତାନ ସେନା ଆଖିବୁଜା ଗୁଳି ଚଳାଇଥିଲା। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ବିଏସ୍ଏଫ୍ ଏସ୍ଆଇ...
ଲକ୍ଷ୍ନୌ: ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଦୀପାବଳି ପୂର୍ବରୁ ବିଭିନ୍ନ ରଙ୍ଗବେରଙ୍ଗରେ ଆଲୋକିତ ହୋଇଛି ଅଯୋଧ୍ୟା। ଯୁଆଡ଼େ ଦେଖିବେ ସିଆଡ଼େ ରାମଙ୍କ ସ୍ମୃତି ଚାରଣ, ବୀରତ୍ୱର ପ୍ରତିକ। ରାମ ଚରିତ ମାନସର ବିଭିନ୍ନ କାହାଣୀକୁ ଆଲୋକରେ ଲୋକଙ୍କୁ ଦର୍ଶା ଯାଇଛି। ସରଯୁ ନଦୀ କୂଳରେ ସ୍ୱତନ୍ତ୍ର ଆୟୋଜନ...
ନୂଆଦିଲ୍ଲୀ: ନିକଟରେ ଭାରତରେ କରୋନା ସଂକ୍ରମଣ କମିଥିଲା। ଦୈନିକ ୪୦ ହଜାର ତଳକୁ ପଜିଟିଭ୍ ଚିହ୍ନଟ ହେଉଥିଲା। କିନ୍ତୁ ଶୀତ ଆସିବା ପରେ ପଜିଟିଭ୍ ସଂଖ୍ୟାରେ ବୃଦ୍ଧି ହେଉଛି। ଦୈନିକ ୪୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୮୪ ପଜିଟିଭି ଚିହ୍ନଟ...
ନୂଆଦିଲ୍ଲୀ: ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକ୍ର ଏପରି ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ସହିଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ୍ କରାଯିବ। ଖବର ଅନୁସାରେ ବୈଦେଶିକ ମନ୍ତ୍ରାଳୟ(ଏମ୍ଇଏ)ର ପିଏଆଇ(ପିଏଆଇ ପାକିସ୍ତାନ, ଆଫଗାନିସ୍ତାନ,...
ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ...
ଭୋପାଳ: ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ କୈଳାଶ ସାରଙ୍ଗଙ୍କର ଶନିବାର ପରଲୋକ ହୋଇଛି। ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୈଳାଶଙ୍କର ବିୟୋଗରେ ବିଜେପି ପାଇଁ ଅପୂରଣୀୟ...