ମୁମ୍ବାଇ: ସହଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗତକାଲି ଗିରଫ ହୋଇଛନ୍ତି ବଲିଉଡ୍ ଅଭିନେତା ବିଜୟ ରାଜ। ଏନେଇ ଖବର ସରବରାହ ସଂସ୍ଥା ଏନ୍ଆଇ ରିପୋର୍ଟ ପ୍ରକାଶ କରିଛି। ଗୋନ୍ଦିଆର ଏକ ହୋଟେଲ୍ରୁ ବିଜୟଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ବିଜୟ ତାଙ୍କର ଅପକମିଂ ଫିଲ୍ମ ‘ଶେରନୀ’ ଶୁଟିଂ ପାଇଁ...
ଦୁବାଇ: ଫ୍ରାନ୍ସରେ ପୈଗମ୍ବର ମୋହମ୍ମଦଙ୍କର କାର୍ଟୁନ୍ ଚିତ୍ର ଘଟଣାରେ ଅଧିକାଂଶ ମୁସଲିମ ରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ୟୁଏଇ ବିଦେଶ ମନ୍ତ୍ରୀ ଅନୱର ଗାର୍ଗଶ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ୍ ମାକ୍ରୋଁଙ୍କ ସମର୍ଥନରେ ମତ ଦେଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାର ସେ କହିଛନ୍ତି, ମୁସଲମାନମାନେ ମାକ୍ରୋଁଙ୍କର ପଶ୍ଚିମଦେଶଗୁଡ଼ିକର...
ଦୁବାଇ: ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ)ର ପ୍ରଧାନମନ୍ତ୍ରୀ ତଥା ଉପରାଷ୍ଟ୍ରପତି ଶୈଖ୍ ମୋହମ୍ମଦ ବିନ୍ ରଶିଦ ଅଲ୍ ମକ୍ତୋମ୍ ମଙ୍ଗଳବାର କରୋନା ଟିକା ନେଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶୌଖ୍ ମୋହମ୍ମଦ। ଟ୍ୱିଟରରେ ଏହି ସୂଚନା ଦେବା ସହିତ ଟିକା ନେବା ବେଳର ଫଟୋ ବି ଶେୟାର...
ଭୁବନେଶ୍ୱର: ଡିସେମ୍ବର ୧୨ ତାରିଖରେ ବାର ଆସୋସିଏସନ୍ ନିର୍ବାଚନ ହେବ। ରାଜ୍ୟର ସବୁ ବାର ଆସୋସିଏସନ ନିର୍ବାଚନ ଲାଗି ଆସନ୍ତା ଡିସେମ୍ବର ୧୨ ତାରିଖ ଧାର୍ଯ୍ୟ ହୋଇଛି। ନିର୍ବାଚନ ଲାଗି ରାଜ୍ୟ କାଉନସିଲ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏଥିଲାଗି ଆସନ୍ତା ଅକ୍ଟୋବର ୨୪ ତାରିଖରୁ ୨୫...
ଦେବଗଡ଼: ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା, ହେଲେ ସମୟ ବଦଳିବା ସହ ପରିଚୟ ବି ବଦଳିଛି। ମାଓବାଦୀଙ୍କ ଲାଲ୍ ଗଡ଼ରୁ ଏବେ ଲାଲ ଟମାଟୋର ଗଡ଼ ଭାବେ ନିଜର ପରିଚୟ ସୃଷ୍ଟି କରିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ସଡୋ ପଞ୍ଚାୟତ। ସରକାରୀ ପ୍ରୋତ୍ସାହନରେ ପଞ୍ଚାୟତର...
ବ୍ରହ୍ମପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁରର ଏକାଦଶ ଶ୍ରେଣୀର ଛାତ୍ର ବିଠଲ ଭରଦ୍ୱାଜ। ମାତ୍ର ୧ ମିନିଟ ମଧ୍ୟରେ ଭଗବତ ଗୀତାର ୧୫ତମ ଅଧ୍ୟାୟର ୧୩ଟି ଶ୍ଳୋକ ସେ ଗାନ କରି ଏଭଳି ପୁରସ୍କାର ହାତେଇ ପାରିଛନ୍ତି। ଶ୍ଳୋକ ଗାନ ପରେ ତାହାକୁ ସେ...
ମୟୂରଭଞ୍ଜ: କାହାକୁ କେତେ ସରକାରୀ ଯଜନା ମିଳୁଛି। କିଏ ବିନା ସମସ୍ୟାରେ ବି ସରାକାରୀ ସୁବିଧାକୁ ଚଞ୍ଚକତା କରି ଲୁଟି ନେଉଛି। ହେଲେ ଏଟି ଦିବ୍ୟାଙ୍ଗଙ୍କ ପାଇଁ ସରକାର ଓ ସରକାରୀ ସହାୟତା ବହୁ ଦୂରରେ। ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଭାଇ ଭଉଣୀ। ଜନ୍ମରୁ ଏହି...
ସିମଲା: ସ୍କୁଲ୍ ଖୋଲିବାର କିଛିଦିନ ପରେ ୬୭ ଛାତ୍ରଛାତ୍ରୀଙ୍କ ସହିତ ୨୫ ସ୍କୁଲ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୋଝା ଥିବା ତିବେତାନ ଚିଲ୍ଡ୍ରେନ୍ ଭିଲେଜ(TCV) ସ୍କୁଲ୍ରେ ଏଭଳି ଘଟଣା ଘଟିଛି। ଆକ୍ରାନ୍ତ ହୋଇଥିବା ୬୭ ସ୍କୁଲ୍ ଛାତ୍ରାଛାତ୍ରୀଙ୍କ ମଧ୍ୟରେ ୪୭ ବାଳିକା...
ମୁମ୍ବାଇ: ଫୁଟ୍ପାଥରୁ ବଲିଉଡ୍ ଯାତ୍ରା ଓ ପରେ ଅଶୋଭନୀୟ ଆଚରଣ ପାଇଁ ଲୋକପ୍ରିୟତା ହରାଇଥିବା ଗାୟିକା ରାନୁ ମଣ୍ଡଳଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର୍ ଧରିଛି। ରାନୁ ଏକ ବାୟୋପିକ୍ ଫିଲ୍ମରେ ଗୀତ ଗାଇବାକୁ ଯାଉଛନ୍ତି। ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କର ବାୟୋପିକ୍ ଫିଲ୍ମ ‘ସରୋଜିନୀ’ର ସମସ୍ତ ଗୀତ...
ରାଞ୍ଚି: ଏନ୍ଡିଏ ଠାରୁ ଆର୍ଜେଡି ମେଣ୍ଟ ପରାସ୍ତ ହେଉଥିବା ଦେଖି ନିରାଶ ହୋଇଗଲେ ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ହଠାତ୍ ଟିଭି ବନ୍ଦ କରିଦେଇ ସିଧା ଯାଇ ବଙ୍ଗଳାର ଲନ୍ରେ ବସି ପଡ଼ିଲେ। ଲାଲୁଙ୍କର ଏହି ଫୋଟେ ଏବେ ଭାଇରାଲ୍ ହେଉଛି। ସୂଚନା ଅନୁସାରେ,...
ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଆଶ୍ୱସ୍ଥି। ରାଜ୍ୟରେ ୨୮ଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବିରୋଧୀ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିଛି। ୨୮ଟି ଆସନ ମଧ୍ୟରୁ ବିଜେପି ୨୧ଟିରେ ଆଗୁଆ ରହିଛି। ଗତ ମାର୍ଚ୍ଚରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ...
କାର୍ଲିଫର୍ଣ୍ଣିଆ: ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ହେଲିକପ୍ଟର। କିନ୍ତୁ ହସ୍ପିଟାଲ୍ରେ ଲ୍ୟାଣ୍ଡିଂ କରିବା ପୂର୍ବରୁ କ୍ରାସ୍ ହୋଇଗଲା। ଏହା ପରେ ଯାହା ଘଟିଲା ତାହା କେଉଁ ହଲିଉଡ୍ ଫିଲ୍ମ ପରି ଲାଗୁଥିଲେ ବି କଥା ଟା ସତ। ଘଟଣା ଘଟିଛି ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ। ପୂର୍ବ...
ପଟନା: ହସନପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟ ହେଲେ ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ। ଜେଡିୟୁ ପ୍ରାର୍ଥୀ ରାଜ କୁମାର ରାୟଙ୍କୁ ୨୧,୧୩୯ ଭୋଟ୍ରେ ପରାସ୍ତ କରିଛନ୍ତି ତେଜ୍ ପ୍ରତାପ। ଇଲେକ୍ସନ କମିଶନଙ୍କ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି।...
ପାଟନା: ରୋଚକ ମୋଡରେ ରହିଛି ବିହାର ନିର୍ବାଚନ ଫଳାଫଳ। ଏପର୍ଯ୍ୟନ୍ତ ସୁଦ୍ଧା ନୀତୀଶଙ୍କ ନେତୃତ୍ୱାଧୀନ ଏନ୍ଡିଏ ଆର୍ଜେଡି ମେଣ୍ଟ ଠାରୁ ଆଗରେ ରହିଛି। ତେବେ ଆର୍ଜେଡି ମଧ୍ୟ ଏନ୍ଡିଏକୁ କଡ଼ା ଟକ୍କର ଦେଉଛି। ରାତି ୮.୨୦ ସୁଦ୍ଧା ଏନ୍ଡିଓ ଆର୍ଜେଡି ମେଣ୍ଟକୁ ପଛରେ ପକାଇ ୧୨୬ ସିଟ୍ରେ ଆଗୁ...
ଭୁବନେଶ୍ୱର: କରୋନାର ଦ୍ୱିତୀୟ ତରଙ୍ଗକୁ ଆଖି ଆଗରେ କରୋନା ଗାଇଡ୍ଲାଇନ୍ରେ ସଂଶୋଧନ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍ସି। ବିବାହ ଉତ୍ସବ ଓ ଶୁଦ୍ଧିକ୍ରିୟା ଗାଇଡ୍ ଲାଇନ୍ରେ ସଂଶୋଧନ କରାଯାଇଛି। ବିବାହ ଉତ୍ସବରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ରୁ ଅଧିକ ଉପସ୍ଥିତ ରହିବେନି ବୋଲି ବିଏମ୍ସିର ପରିବର୍ତ୍ତିତ ଗାଇଡ୍ଲାଇନ୍ରେ...
ଭୁବନେଶ୍ୱର: ଘରୋଇ ସ୍କୁଲ୍ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଲେ ରାଜ୍ୟ ସରକାର। କେତେ ପରିମାଣର ଫି ବୃଦ୍ଧି କରାଯିବ ସେନେଇ ଓଡ଼ିଶା ଏଜୁକେସନ ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଘରୋଇ ସ୍କୁଲ ଫି ବୃଦ୍ଧି...
ଭୁବନେଶ୍ୱର: ବିଧାନସଭା ଉପନିର୍ବାଚନରେ ବାଜିମାତ କଲା ବିଜେଡି। ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନକୁ ହାତେଇ ନେଇଛି ବିଜେଡି। ତିର୍ତ୍ତୋଲରେ ନିଜ ଗଡ଼ ବଜାୟ ରଖିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ...
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୪୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ସଂଖ୍ୟା ମିଶାଇଲେ ରାଜ୍ୟରେ ମୋଟ ୨୯୧୧୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।...
କେନ୍ଦ୍ରାପଡ଼ା: ଡାକ୍ତର ଫେରାଇ ଦେଲା ପରେ ରାସ୍ତାରେ ପ୍ରସବ କଲେ ମହିଳା। କେନ୍ଦ୍ରାପଡ଼ା ମେଡିକାଲ୍କୁ ଯାଇଥିଲେ ପ୍ରସବ ବେଦନାରେ ଥିବା ମହିଳା। ଡେରାବିଶ ନେତୁଆ ଗାଁର ଘଟିଛି ଏଭଳି ଘଟଣା। ଏହି ଗାଁର ଜଣେ ପ୍ରସୂତି ମହିଳା ଗର୍ଭ ଯନ୍ତ୍ରଣା ହେବା ପରେ ସେ ନିକଟସ୍ତ ମେଡିକାଲକୁ ଯାଇଥିଲେ। ତେବେ...
ନୂଆଦିଲ୍ଲୀ: ଫାଇଜର୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାରେ ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କାରଣ ଏହି ଭ୍ୟାକ୍ସିନ୍କୁ ମାଇନସ୍ ୭୦ ସେଣ୍ଟିଗ୍ରେଡ୍ରେ ରଖିବାକୁ ପଡ଼ିବ। ଭାରତ ପରି ବିକାଶଶୀଳ ଦେଶରେ ବିଶେଷ କରି ଗ୍ରାମାଞ୍ଚଳରେ ମାଇନସ୍ ୭୦ ଡିଗ୍ରୀ ସେଲ୍ସିୟମର...