ସୁବର୍ଣ୍ଣପୁର: ଟ୍ରକ ଚଳାଇ ସଂସାର ପୋଷୁଥିଲେ। ସୁଖ ଦୁଃଖ, ଭଲମନ୍ଦରେ ଚାଲିଥିଲା ଜୀବନ। ହେଲେ ହଠାତ୍ ବଦଳି ଗଲା ସ୍ଥିତି, ଦଇବ ଦେଲା ଦାରୁଣ ଦୁଃଖ। ହସ ଖୁସିର ପରିବାରରେ ମାଡି ଆସିଲା ଅଦିନିଆ ଝଡ଼। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଣ୍ଡୁପଦର ଗାଁର ବାସୁଦେବ ଗଡୁଆଙ୍କ...
ଭୁବନେଶ୍ୱର: ବାପାମା ପିଲାମନଙ୍କର ଭବିଷ୍ୟତ ପାଇଁ ଚିନ୍ତିତ ଥାନ୍ତି। ପିଲାଟି କେମିତି ଭଲ ପାଠ ପଢ଼ିବ, କିପରି ତା ଭବିଷ୍ୟତ ଉଜ୍ଜ୍ୱଳ ହେବ ଏନେଇ ବାପାମା ସବୁବେଳେ ଚିନ୍ତାରେ ଥାନ୍ତି। ଏଥିପାଇଁ ବିଭିନ୍ନ ପିଲିସି, ଇନ୍ସୁରାନ୍ସ ଆଦି ପିଲା ନାଁରେ କରିଥାନ୍ତି।ଆମେ ଆଜି ଆପଣଙ୍କୁ ଏମିତି ଏକ ଯୋଜନା...
ଲଣ୍ଡନ: କରୋନା ଭାଇରସ ବିରୋଧରେ ଲଢ଼ିବା ପାଇଁ ମାଉଥ୍ୱାଶ୍ ହେବ ଅମୋଘ ଅସ୍ତ୍ର। ମାତ୍ର ୩୦ ସେକେଣ୍ଡରେ କରୋନାକୁ ମାରିବ ମାଉଥ୍ୱାଶ୍। ବ୍ରିଟେନ୍ର କାର୍ଡିଫ୍ ୟୁନିଭର୍ସିଟିର ଏକ ଲ୍ୟାବ୍ରେ ବୈଜ୍ଞାନିକମାନେ ଗବେଷଣା କରି ଏପରି ତଥ୍ୟ ଜାଣିବାକୁ ପାଇଛନ୍ତି। ଗତସପ୍ତାହରେ ପ୍ରକାଶିତ ହୋଇଥିବା ଏହି ଷ୍ଟଡି ରିପୋର୍ଟରେ ମାଉଥ୍ୱାଶ୍...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ପେଣ୍ଠ ସମୁଦ୍ର କୂଳକୁ ପର୍ଯ୍ୟଟକଙ୍କୁ ମନା ହୋଇଛି। ସମୁଦ୍ର କୂଳରେ ୧୪୪ ଧାରା ଜାରି କରି ଜିଲ୍ଲା ପ୍ରଶାସନ ଏହି କଟକଣା ଲଗାଇଛି। ଗତ ୧୫ ଦିନ ମଧ୍ୟରେ ଏଠାରେ ଗାଧୋଇବା ବେଳେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ନଭେମ୍ବର ୧ରେ ଯାଜପୁର ବରି...
କଟକ: ଅବହେଳିତ ଅବସ୍ଥାରେ କଟକ କିଶନନଗର ଖସାମୂଳି ସଂଗ୍ରାମ ପୀଠ। ଚାରିଆଡ ଖାଁ ଖାଁ, ଜଙ୍ଗଲରେ ପରିଣତ ହୋଇଛି ପୀଠ। ସ୍ମୃତି ବହନ କରୁଥିବା ସମସ୍ତ ସୌଧ ଏବଂ ଘର ଭାଙ୍ଗିରୁଜି ଯାଇଛି। ଆଉ ଖସାମୁଳର ସଂଗ୍ରାମ ସ୍ତମ୍ଭର ଅବସ୍ଥା ବି ଖରାପ ହୋଇଗଲାଣି। କୁହାଯାଏ ଭାରତର ବହୁ...
ନୂଆଦିଲ୍ଲୀ: ଭାରତବାସୀଙ୍କୁ କ୍ଷମା ମାଗିଲା ଟ୍ୱିଟର। ଲେହ ଓ ଲଦାଖକୁ ଚାଇନାର ସ୍ଥାନ ଦର୍ଶାଇ ଭୁଲ୍ କରିଥିବା ଟ୍ୱିଟର ଭାରତର ସଂସଦୀୟ କମିଟିକୁ କ୍ଷମାପ୍ରାର୍ଥନା କରିବା ସହିତ ଖୁବ୍ଶୀଘ୍ର ତ୍ରୁଟି ସଂସୋଧନ କରିବ ବୋଲି କହିଛି। ମିଳିଥିବା ସୂଚନା ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏନେଇ ମିଳିତ...
କଟକ: ନାଗାର୍ଜୁନ ବେଶ ବେଳକୁ ଶ୍ରୀମନ୍ଦିର ଖୋଲାଯିବ କି ନାହିଁ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ମାମଲାର ଶୁଣାଣି ବେଳେ ଆଜି ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ପାଇଁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଏନେଇ ଆବେଦନ କରାଗଲେ...
କଳାହାଣ୍ଡି: ଶାରୀରିକ ସଂପର୍କ ରଖିଲେ ମିଳିବ ସରକାରୀ ଘର। ଜଣେ ଅସହାୟ ଯୁବତୀଙ୍କୁ ଆବାସ ଯୋଜନାରେ ସାମିଲ କରାଇ ଦେବାର ପ୍ରତିଶ୍ରୁତି ଏଭଳି ଉଦ୍ୟମ କରିଥିଲେ ସରପଞ୍ଚ ବାବୁ। ଏଥିପାଇଁ ବାରମ୍ବାର ପ୍ରେମ ନିବେଦନ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିବାରୁ କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର...
ଭୁବନେଶ୍ୱର: ଥଣ୍ଡା ପରିବେଶରେ ପୁଳାପୁଳା ଗରମ ପ୍ରସଙ୍ଗ ସରଗରମ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ମିଳିସାରିଲାଣି ସଙ୍କେତ। ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ତାରକା ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ବାତିଲ ନିଷ୍ପତ୍ତିକୁ...
ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ। ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ...
ଭୁବନେଶ୍ୱର: କରୋନା ଟିକା ଆସିଲେ କାହାକୁ ମିଳିବ ଆଗ ? ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। ବୟସ୍କ ଓ ପ୍ରସୂତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଗ ଟିକା ଦିଆଯିବ ବୋଲି କରୋନା ମୁକାବିଲା ସମୀକ୍ଷା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ପରିଚାଳନା ସମୀକ୍ଷା କରିବା...
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ଆସିପାରେ ଆମେରିକା କଂପାନି ଫାଇଜରର କରୋନା ଟିକା। ଫେଜ-୩ ଟ୍ରାଏଲ ଶେଷରେ ଏହି ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କଂପାନୀ ଦାବି କରିଛି। ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ପ୍ରୟୋଗ ଦ୍ୱାରା କୋଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶ୍ୱବ୍ୟାପୀ...
ଭୁବନେଶ୍ୱର : ଦିନକରେ ଓଡ଼ିଶାରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୩୦୧୭୭୭ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଆଜି କଟକରୁ...
ସମ୍ବଲପୁର: ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନରେ ଯେଉଁଭଳି ଆର୍ମି ସବୁକିଛି, ଏଠି ବ୍ୟୁରୋକ୍ରାଟ୍ସ ସବୁକିଛି। ତେଣୁ ପାକିସ୍ତାନ ଭଳି, ଓଡ଼ିଶାରେ କିଛି ଫରକ ନାହିଁ ବୋଲି ଜୟନାରାୟଣ କହିଛନ୍ତି।...
ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତା ଓ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନଥିବା ପୋଲିସ୍ ଡିଜି ସତ୍ୟପାଠରେ ଦର୍ଶାଇଥିବା ସୂଚନା ଦେଇଛନ୍ତି ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା। ମାମଲାରେ ଗତକାଲି ଡିଜିପିଙ୍କ ପକ୍ଷରୁ ଦାୟର...