ମୁମ୍ବାଇ: ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମିଳିଛି। ଅର୍ଣ୍ଣବଙ୍କୁ ଅନ୍ତରୀଣ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ। ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ ଅଭିଯୋଗ କରାଯାଇଥିଲା। ଅନଭୟ ନାଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ...
ପାଟନା: ବିହାର ନିର୍ବାଚନରେ ଜେଡିୟୁ ଠାରୁ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଜେଡିୟୁ ଆଶାଜନକ ସଫଳତା ପାଇପାରି ନାହିଁ। ଏହାକୁ ନେଇ ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି କହିଛି ବିହାର ଏନ୍ଡିଏର ମୁଖ୍ୟ ନୀତୀଶ ହେବେ। ଏପଟେ ଜେଡିୟୁ ବି...
କଟକ: କଟକ ଆୟକର ଆପିଲେଟ ଟ୍ରିବ୍ୟୁନାଲ ନୂଆ ଭବନ ଉଦଘାଟନ ହୋଇଛି। ଭିଡିଓ କନଫେରନ୍ସିଂ ଯୋଗେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅନ୍ଲାଇନ୍ ଉଦ୍ଘାନୀ ସଭାର ଏମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ରବି ଶଙ୍କର ମଧ୍ୟ ପ୍ରସାଦ ସାମିଲ ହୋଇଥିଲେ। ତା ସହିତ...
ଭୁବନେଶ୍ୱର: ଓଡ଼ିଆ ଫିଲ୍ମରେ ଗୀତ ଗାଇଲେ ରାପର ଡୁଲେ ରକର। ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ। ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ଗୀତରେ ରାପ୍କୁ ସାମିଲ କରାଯାଇଛି। ସେହି ଗୀତଟି ହେଉଛି ଜିଓ ୱାଲା ଆଣ୍ଟି। ଏହି ଗୀତରେ କଣ୍ଠଦାନ କରିଛନ୍ତି...
ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ଦଳର ଐତିହାସିକ ବିଜୟ ପରେ ଭୋଟ୍ କାଟିଥିବା ଅଭିଯୋଗ କରି କଂଗ୍ରେସ ଏଆଇଏମ୍ଆଇଏମ୍ ଦଳକୁ ଭୋଟ୍ କଟ୍ୱା ପାର୍ଟି ବୋଲି କହିଥିଲା। ଆଜି ଏହାର ଦୃଢ଼ ଜବାବ ରଖିଛନ୍ତି ଦଳ ମୁଖ୍ୟ ଅସଦୁଦ୍ଦିନ ଅୱେସୀ। ବିହାରରେ ନିଜର ବିଫଳତାକୁ ଲୁଚାଇବା ପାଇଁ...
ରାଉରକେଲା: ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ପୁଣି ସେହି ରାଉରକେଲାରୁ ଆସିଛି ଏହି ବଡ଼ ଧରଣରେ ଜିଏସଟି ଠକେଇ ମାମଲା। ସଂପୃକ୍ତ ଡେଲିଭରୀ ବୟ ନାଁରେ ମନୋରମା ଟ୍ରେଡିଂ ଭଳି ଏକ ଜାଲ କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ବେନାମୀ...
ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଓ ତରଙ୍ଗ ଷ୍ଟୁଡିଓ କଂପ୍ଳେକ୍ସରେ ଦୀର୍ଘ ୧୧ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ପୁରୁଷ, ମହିଳା, ବୟସ୍କ ବ୍ୟକ୍ତି। ଏପରିକି ଛୋଟ ଛୋଟ ପିଲା ମଧ୍ୟ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ଗତ କିଛି ଦିନ ହେଲା କେତେକ ଠିକା କର୍ମଚାରୀ ଷ୍ଟୁଡିଓ...
ପୁରୀ: ଏଥର ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ଓଲାଗି ପରେ ସାଧାରଣ ଦର୍ଶନାର୍ଥୀଙ୍କ ଉଦ୍ଦେଶ୍ୟରେ ଏହାକୁ ଶ୍ରୀମନ୍ଦିର ମ୍ୟୁଜିୟମରେ ସୁରକ୍ଷିତ ରଖାଯାଉ ବୋଲି ଦାବି ହୋଇଛି। ଚଳତି ବର୍ଷ କରୋନା କଟକଣା ଯୋଗୁଁ ଭକ୍ତମାନେ ଠାକୁରଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ। ପରେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ...
ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୧୩୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୯୨୪୭୭ ପହଞ୍ଚିଛି। ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୬, କଟକରୁ ୯୯, ବଲାଙ୍ଗିର ୮୬ ଓ...
ଢେଙ୍କାନାଳ: ପ୍ରଶାସନ ଶୁଣିଲାନି କି ପୋଲିସ୍ ସାହାଯ୍ୟ କଲାନି, ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ବାପା ଓ ଝିଅ। ଏଭଳି ସମ୍ଭେଦନଶୀଳ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପରଜଙ୍ଗ ଥାନା ଅଞ୍ଚଳର ରବି ବେହେରା ଓ...
ଭୁବନେଶ୍ୱର: କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ପ୍ରଥମେ ସୀମା ପୁନଃ ନିର୍ଦ୍ଧାରଣ...
ୱାଶିଂଟନ: କରୋନା ସମୟରେ ହୋଟେଲ, ରେଷ୍ଟୁରାଣ୍ଟ, ଜିମ୍ ଖୋଲିବା ଦ୍ୱାରା ଏହି ମହାମାରୀ ଦ୍ରୁତ ଗତିରେ ବଢୁଛି। ଏହି ସବୁ ସ୍ଥାନକୁ ଯାଇଥିବା ଲୋକେ ସୁପର୍ ସ୍ପ୍ରେଡର୍ ପାଲଟିଛନ୍ତି। ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟି ଓ ନର୍ଥେଓ୍ୱଷ୍ଟର୍ଣ୍ଣ ୟୁନିଭରସିଟିର ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ମାର୍ଚ୍ଚରୁ ମେ ମାସ...
କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। RMRC ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ରଜଣାପଡ଼ିଛି ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି। କଟକ ସହରରେ ମୋଟ ୨୨୭୪ ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା। ୨୫ଟି...
ରାଉରକେଲା: ଅପହରଣର ୬ ଦିନ ପରେ ଘରକୁ ଫେରିଲେ ବ୍ୟବସାୟୀ ପ୍ରଦୀପ କୁଣ୍ଡୁ। ରାଉରକେଲାର ବ୍ୟବସାୟୀ ପ୍ରଦୀପ ଗତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି। ସେ ଏକୁଟିଆ ଘରକୁ ଫେରିଛନ୍ତି ନା ତାଙ୍କୁ କିଏ ଆଣି ଛାଡ଼ିଛି, ତାହା ସ୍ପଷ୍ଟ ହୋଇନାହିଁ। ଯାହା ଘଟଣାକୁ ଅଧିକ ରହସ୍ୟମୟ...
ଭୁବନେଶ୍ୱର: ଯୁକ୍ତି ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ ଦିମ୍ବଗତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଝିଅ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବିଏନ୍ ପଟ୍ଟନାୟକ। ପ୍ରବୀରଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ପରିବାରକୁ ସମବେଦନା...