• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୭ ଅକ୍ଟୋବରରୁ ୨୩ ଅକ୍ଟୋବର, ପ୍ରେମ ଜୀବନ ରୋଚକ ଓ ଆନନ୍ଦମୟ ରହିବ

ଏହି ସପ୍ତାହରେ କୈାଣସି ନୂତନ ଯାନବାହନ କିଣି ପାରନ୍ତି । ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ । ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।

Libra

ତୁଳା

Monday 17 Oct 2022

କୈାଶଳେ କାର୍ଯ୍ୟ ସିଦ୍ଧି ଆଦି ଶୁଭଫଳ ଭୋଗ କରିବେ । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ । ଉତ୍ତମ ବାଣିଜ୍ୟ, ବ୍ୟବସାୟ ଏବଂ ଉତ୍ତମ ଆୟ ଲାଭ କରିବେ । ଆପଣଙ୍କର ବିଦେଶ ଭ୍ରମଣ ଯୋଗ ଅଛି ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରଖିପାରିବେ ନାହିଁ । ସାମାନ୍ୟ କଥାକୁ କେନ୍ଦ୍ର କରିି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ । ପିଲା ମାନେ ସୁଗୁଣ ଅନୁପ୍ରାଣିତ ହେବେ । ନାରୀ ମାନେ ଧର୍ଯ୍ୟଶୀଳ ହେବେ ।

ପ୍ରତିକାର- ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :