• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୭ ଅକ୍ଟୋବରରୁ ୨୩ ଅକ୍ଟୋବର, ପ୍ରେମ ଜୀବନ ରୋଚକ ଓ ଆନନ୍ଦମୟ ରହିବ

ଏହି ସପ୍ତାହରେ କୈାଣସି ନୂତନ ଯାନବାହନ କିଣି ପାରନ୍ତି । ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ । ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।

Taurus

ବୃଷ

Monday 17 Oct 2022

ଆପଣ କୌଣସି ବଡ ଦାୟିତ୍ୱ ନେବେ । ବନ୍ଧୁଙ୍କ ସହିତ ନୂଆ ନାଟକ ଦେଖିବାକୁ ଯିବେ । ଅଧ୍ୟୟନରେ ଏକାଗ୍ରତା ବଜାୟ ରଖିବେ । କର୍ମ କ୍ଷେତ୍ରରେ ଉତ୍ସାହ ଜନକ ରହିବ । ସନ୍ତାନ ଚିନ୍ତା ମାତୃ କ୍ଲେଶ ଦେଖା ଦେଇପାରେ । ଚିନ୍ତାଶୀଳ ବ୍ୟକ୍ତିଙ୍କ ମାଧ୍ୟମରେ କାର୍ଯ୍ୟ ସିଦ୍ଧ ହେବ । ସାଂସାରିକ ନୂଆ ଦିଗ ଦର୍ଶନ ପାଇବେ । ଭବିଷ୍ୟତ ସମ୍ବଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଫଇସଲା ନେବେ ।

ପ୍ରତିକାର- ଶ୍ରୀ ଭାର୍ଗବୀ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :