• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୭ ଅକ୍ଟୋବରରୁ ୨୩ ଅକ୍ଟୋବର, ପ୍ରେମ ଜୀବନ ରୋଚକ ଓ ଆନନ୍ଦମୟ ରହିବ

ଏହି ସପ୍ତାହରେ କୈାଣସି ନୂତନ ଯାନବାହନ କିଣି ପାରନ୍ତି । ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ । ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।

Aquarius

କୁମ୍ଭ

Monday 17 Oct 2022

ଯୋଜନା ଭିତିକ କର୍ମ କରି ସଫଳତା ପାଇବେ । ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ । ନୂଆ ଜମି କିଣିବା ଆଗରୁ ଶୁଭ ମୂହୁର୍ତ୍ତ ଦେଖି କିଣନ୍ତୁ । ଅନ୍ୟ ଜିଲ୍ଲାରେ ବ୍ୟବସାୟ ବିସ୍ତାର କରିବା ଲାଗି ଭାବିବେ । ଶତ୍ରୃଙ୍କୁ ପରାସ୍ତ କରିବେ । ସ୍ଥିର ମନ ଦେଇ ସବୁ ସମସ୍ୟାର ସରଳ ସମାଧାନ କରି ପାରିବେ । ଛାତ୍ରଛାତ୍ରୀ ମାନେ ଉନ୍ନତି ପଥରେ ଅଗ୍ରସର ହେବେ ।

ପ୍ରତିକାର- ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :