• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୭ ଅକ୍ଟୋବରରୁ ୨୩ ଅକ୍ଟୋବର, ପ୍ରେମ ଜୀବନ ରୋଚକ ଓ ଆନନ୍ଦମୟ ରହିବ

ଏହି ସପ୍ତାହରେ କୈାଣସି ନୂତନ ଯାନବାହନ କିଣି ପାରନ୍ତି । ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦ ମୟ ରହିବ । ଦେବ ଦର୍ଶନ ଏବଂ କୁଟୁମ୍ଭ ସୈଖ୍ୟ ଲାଭ କରିବେ । ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ ।

Virgo

କନ୍ୟା

Monday 17 Oct 2022

ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ । ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ । ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ ସମ୍ମାନ କରିବେ । ପ୍ରଶାସନିକ ସ୍ତରରେ ଅଭିଯୋଗ ଆସିପାରେ । ଗୃହିଣୀଙ୍କ ଠାରୁ ସହଯୋଗ ମିଳିବ ।

ପ୍ରତିକାର- ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :