ଏହି ସପ୍ତାହରେ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ,ଶାରୀରିକ ପିଡା ଓ ମାନସିକ ଅଶାନ୍ତି ଦେଖାଦେବ, ପ୍ରେମ ସମ୍ବନ୍ଧରେ ସୁଖଦ ଉପହାର ମିଳିବ । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ସମତା ରକ୍ଷା କରିବେ ।
କୈାଣସି ଶୁଭ ଖବର ପାଇ ମନରେ ଆନନ୍ଦ ଆସିବ । ବିବାହ ଆଦି ଶୁଭ କର୍ମରେ ଯୋଗ ଦେଇ ପାରନ୍ତି । ରାଜନୀତି କ୍ଷେତ୍ରରେ ବହୁତ୍ ଉପରକୁ ଯାଇ ପାରନ୍ତି । କର୍ମ କ୍ଷେତ୍ରରେ ଚାପ ଗ୍ରସ୍ତ ରହିଲେ ମଧ୍ୟ ସାହସର ସହିତ ଅଟକି ରହିଥିବା କାମକୁ ଆରମ୍ଭ କରିପାରନ୍ତି । ପାରିବାରିକ ଜୀବନ ଅଭାବ ଅନଟନ ମଧ୍ୟରେ ଦେଖାଦେବ । ଚାକିରିରେ ପଦୋନ୍ନତିରେ ବିଳମ୍ବ ଘଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ପରିସ୍ଥିତି ବଶତଃ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ମାନସିକ କ୍ଳାନ୍ତ ଅନୁଭବ କରିବେ । ପଡୋଶିଙ୍କର ପରାମର୍ଶ ଗ୍ରହଣ କରି ବିଶ୍ୱାସ ସହ ଆଗକୁ ମାଡି ଚାଲିବେ
ପ୍ରତିକାର – ଓଁ ଗ୍ରାଂ ଗ୍ରୀଂ ଗୈା ସଃ ଗୁରବେ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩