ଏହି ସପ୍ତାହରେ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ,ଶାରୀରିକ ପିଡା ଓ ମାନସିକ ଅଶାନ୍ତି ଦେଖାଦେବ, ପ୍ରେମ ସମ୍ବନ୍ଧରେ ସୁଖଦ ଉପହାର ମିଳିବ । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ସମତା ରକ୍ଷା କରିବେ ।
ନିଜର ଆବଶ୍ୟକତା ପୂରଣ କରିବା ପାଇଁ ସୂତ୍ରରେ ଅର୍ଥ ପାଇ ପାରନ୍ତି । ଆଧ୍ୟାତ୍ମିକ ଆଲୋଚନାରେ ସମୟ ବିତାଇବେ । ନିଜର ଦୋଷ ତୃଟି ସ୍ୱକାର କରିବେ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ । ବିଦ୍ୟାର୍ଥୀ ମାନେ ପଢାରେ ପଛେଇବେ ଓ ପରୀକ୍ଷାରେ ଖରାପ ଫଳ ପାଇ ପାରନ୍ତି ।
ପ୍ରତିକାର – ଓଁ ବ୍ରାଂ ବ୍ରୀଂ ବୈା ସଃ ବୁଧାୟ ନମଃ ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬