• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 21st August To 27th August 2023: ଏଇ ରାଶିର ବ୍ୟକ୍ତିମାନଙ୍କ ଲାଗିରହିବ ସ୍ୱାସ୍ଥ୍ୟ ସମସ୍ୟା

ନିର୍ମାଣ କାର୍ଯ୍ୟ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

Libra

ତୁଳା

Monday 21 Aug 2023

ସମ୍ମାନ ବୃଦ୍ଧି, କେତେକ ନୂତନ କାର‌୍ୟ୍ୟରେ ସଫଳତା ହାସଲ କରିବେ । ସୁସମ୍ବାଦ ପ୍ରାପ୍ତି ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସୃଷ୍ଟି ହେବାର ସୂଚନା ମିଳିପାରେ । ଜମି ବାଡି ସମ୍ବନ୍ଧୀୟ ମାମଲାରେ ଖର୍ଚ୍ଚାନ୍ତ ହୋଇ ବିଜୟୀ ଲାଭ କରି ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳ ହେବେ । ଆଜି ଦିନଟିରେ ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବେ । ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ।

ପ୍ରତିକାର- ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :