• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 21st August To 27th August 2023: ଏଇ ରାଶିର ବ୍ୟକ୍ତିମାନଙ୍କ ଲାଗିରହିବ ସ୍ୱାସ୍ଥ୍ୟ ସମସ୍ୟା

ନିର୍ମାଣ କାର୍ଯ୍ୟ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

Taurus

ବୃଷ

Monday 21 Aug 2023

ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ଗୃହନିର୍ମାଣ କାର୍ଯ୍ୟ ଧୀରେ ଧୀରେ ବଢିବ, ମକଦ୍ଦମା ଫଇସଲାରେ ବିଳମ୍ବତା ଦେଖାଦେଇପାରେ । ସାମାନ୍ୟ ଆୟବୃଦ୍ଧି, ସଞ୍ଚୟ କରିବା କଷ୍ଟକର ହୋଇପାରେ । ସୁସମ୍ବାଦ ପ୍ରାପ୍ତି ଏବଂ ଅନେକ କ୍ଷେତ୍ରରେ ମଧ୍ୟମ ଧରଣର ସଫଳତାର ସୂଚନା ମିଳିପାରେ । କିଛି ମାତ୍ରାରେ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ସୁଫଳ ବୃଦ୍ଧି ପାଇପାରେ । ଛାତ୍ରଛାତ୍ରୀମାନେ ଗୁରୁଜନ ମାନଙ୍କ ସାହାଯ୍ୟ ସହଯୋଗ କରିବେ ।

ପ୍ରତିକାର- ଓଁ ଶଂ ଶନିଶ୍ଚରାୟ ନମଃ ଜପ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :