ନିର୍ମାଣ କାର୍ଯ୍ୟ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
ଶତ୍ରୁପୀଡା, ବନ୍ଧୁବିୟୋଗ, ଅତ୍ୟଧିକ ବ୍ୟସ୍ତତା ହେତୁ ନାନା ବ୍ୟାଧି, କିଛି ଚିରସ୍ଥାୟୀ ରୋଗର ସୂତ୍ରପାତ ହୋଇପାରେ । ପାରିବାରିକ ସମସ୍ୟା ସମାଧାନ କରିବାରେ ସଫଳ ହେବେ । ନୂତନ ଦିଗରୁ ଅର୍ଥାଗମ ଘଟିପାରେ । ଚାଲିଥିବ ସେମାନଙ୍କ କୁଫଳ ମଧ୍ୟ କମିପାରେ । ନୂଆ ଚାକିରି ପାଇପାରନ୍ତି । କୌଣସି କରାଣରୁ ମନ ଅସାନ୍ତ ରହିବ । ଦେଇଥିବା ଟଙ୍କା ଫେରି ପାଇବେ । କୌଶଳ ପ୍ରୟୋଗ କରି ନିଜ ଲୋକମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ।
ପ୍ରତିକାର- ଭୋକିଲା ଲୋକଙ୍କୁ ଖେଚୁଡି ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୨