ନିର୍ମାଣ କାର୍ଯ୍ୟ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
ଯନ୍ତ୍ରଣା ଅବଶ୍ୟ ଅନେକ ପରିମାଣରେ କମିଯିବ । ଚାକିରି କ୍ଷେତ୍ରରେ ମହିଳାମାନେ ବହୁ ନାନାବିଧ ସମସ୍ୟାର ସମ୍ମୁଖିନ ହେଲେ ମଧ୍ୟ ସଫଳତା ପାଇବେ । ସନ୍ତାନମାନଙ୍କୁ ନେଇ ବିଭିନ୍ନ ଚିନ୍ତା ଭିତରେ ସମୟ କଟିପାରେ । ଆୟ କମ୍ ବ୍ୟୟ ବେଶି ହେବା ସହିତ ଅର୍ଥହାନୀ ଲାଗି ରହିପାରେ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ସୁଖ ସମୃଦ୍ଧି ବୃଦ୍ଧି ପାଇବ ।
ପ୍ରତିକାର- ଅସହାୟ ବ୍ୟକ୍ତି ବା ମହିଳା ମାନଙ୍କୁ କମ୍ବଳ ଦାନ କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮