• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope 21st August To 27th August 2023: ଏଇ ରାଶିର ବ୍ୟକ୍ତିମାନଙ୍କ ଲାଗିରହିବ ସ୍ୱାସ୍ଥ୍ୟ ସମସ୍ୟା

ନିର୍ମାଣ କାର୍ଯ୍ୟ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।

Virgo

କନ୍ୟା

Monday 21 Aug 2023

ଅନେକ ପରିମାଣରେ ସୁଫଳ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି । ମାଲିମକଦ୍ଦମାରେ ବିଜୟ ହେବେ । ଶତ୍ରୁଦମନ, ଯଶ, ସମ୍ମାନ ବୃଦ୍ଧି, ପ୍ରତିଷ୍ଠା ବା ପ୍ରମୋଶନ ପ୍ରାପ୍ତି, ଅର୍ଥଲାଭ, ବାକି ପଡିଥିବା ଅର୍ଥ ଫେରି ପାଇବେ । ଐଶ୍ୱର୍ଯ୍ୟ ପ୍ରାପ୍ତି ତଥା ଅନେକ କ୍ଷେତ୍ରରେ ସଫଳତାର ସୂଚନା ମିଳିବ । କର୍ମର୍ତ୍ତାଙ୍କ ବ୍ୟବହାର ଆପଣଙ୍କ କର୍ତବ୍ୟ ନିଷ୍ଠା ବୃଦ୍ଧି କରାଇବ । ପ୍ରେମ ସମ୍ପର୍କ ମଧୁର ହେବାରେ ବହୁ ବାଧା ଆସିପାରେ । କର୍ମକ୍ଷେତ୍ରରେ ଅସୁବିଧାର ସୀମା ଟପି ଯାଇପାରେ ।

ପ୍ରତିକାର- ଗଣେଷଙ୍କୁ ଦୁବ ଦାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :