• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th August 2023: ଏହି ରାଶିର ବ୍ୟକ୍ତି ଆଜି ଶୁଭଖବର ପାଇବେ,ପ୍ରୀତ ହୋଇଯିବ ମନ

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ଶନିବାର । ଚନ୍ଦ୍ର- ସିଂହ ପ୍ରାତଃ ୦୫.୪୦ ଗତେ କନ୍ୟା । ତିଥି – ୩ୟା ରାତ୍ରି ୧୦.୧୯ ଗତେ ୪ର୍ଥୀ । ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୫.୪୦ ଗତେ ବୃଷ ରାଶି । ଘାତ ବାର –ବୃଷ ସିଂହ ଓ କନ୍ୟା । ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶ ହାନି ଭୂମି ଓ ତିଳକାଞନ ଦାନ ରାତ୍ରି ୦୧.୪୭ ଗତେ ୧ ପାଦ କୃଷିହାନି ଭୂମିଦାନ ।

Leo

ସିଂହ

Saturday 19 Aug 2023

 

ମଘା- ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଘରେ କୈାଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ ।

ପୂ- ଫାଲ୍‌ଗୁନୀ- ଅଫିସରରେ କୈାଣସି କାମକୁ ନେଇ ବ୍ୟସ୍ତତା ବୃଦ୍ଧି ପାଇବ। ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପିଲାଙ୍କ ପାଠପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ।

ଉ- ଫାଲ୍‌ଗୁନୀ- କ୍ରୀଡ଼ା କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ।ପ୍ରତିକାର – ଚଉଳା ମୂଳେ ଜଳ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :