• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 27th October 2023: ପକେଟ ମାର ପ୍ରତି ସାବଧାନ, ବିବାଦୀୟ କଥାରେ ମୁଣ୍ଡ ନଖେଳେଇବା ଭଲ ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୧୩ଶୀ ପ୍ରାତଃ ୦୬.୫୭ ଗତେ ୧୪ଶୀ (କ୍ଷୟ) । ରାତ୍ରି ୦୪.୧୭ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ – ନାସ୍ତି ।

Virgo

କନ୍ୟା

Friday 27 Oct 2023

ଉ- ଫାଲ୍‌ଗୁନୀ- ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ବିଶେଷତଃ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ପ୍ରେମ ସଂପର୍କ ମଜବୁତ୍ ରହିବ ।

ହସ୍ତା- ରାଜନୈତିକ ଜୀବନ ଉତଥାନ୍, ପତନରେ ଗତି କରିବେ । ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବେ । ଶତ୍ରୁମାନଙ୍କର କ୍ରୋଧରୁ ଅଳ୍ପକେ ରକ୍ଷା ପାଇବେ । ମନ ଚାହୁଥିବା କାର୍ଯ୍ୟ ଆରମ୍ଭ କରିବେ ।

ଚିତ୍ରା- ଲୋକେ ଆପଣଙ୍କ ବ୍ୟକ୍ତିତକୁ ପ୍ରେରଣା ଦେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସଂପର୍କ ବଢିବ । ଚଞ୍ଚଳ ମନ ଯୋଗୁ କୌଣସି କର୍ମ ଠିକ୍ ଭାବରେ କରିପାରିବେ ନାହିଁ ।

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :