ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ତୁଳା ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୨ ଗତେ ୧୨ଶୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ଦିବା ୦୪.୨୯ ଗତେ କୁଟୁମ୍ଭହାନି-ତିଳକାଞନ ଦାନ ରାତ୍ରି ୦୨.୪୨ ଗତେ ୨ ପାଦ
ପୂ, ଭାଦ୍ରପଦ- ଆତ୍ମୀୟ ସୂଜନଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଧିରେ ଧିରେ ଦୂରିଭୂତ ହେବ । ବ୍ୟବସାୟୀ ମାନେ ବ୍ୟବସାୟରେ ନୂତନ ପ୍ରଣାଳୀରେ ଲାଭାଂଶ କମାଇବେ । ପାରିବାରିକ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିବ
ଉ, ଭାଦ୍ରପଦ- ବୈବାହିକ ଜୀବନରେ ଧୀରେ ଧୀରେ ଉନ୍ନତି ଆରମ୍ଭ ହେବ । ରାଜନିତି କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିବେ । ଭଲ ଖବରକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ ।
ରେବତୀ- ନୂତନ ସମ୍ପତି କ୍ରୟ କରିବା ପାଇଁ ଯୋଜନା କରିବେ । ଭାବିଚିନ୍ତି କାର୍ୟ୍ୟ ନକଲେ ଠକାମିରେ ପଡିପାରନ୍ତି । ମହିଳା ମାନେ ସବୁ ଦାୟିତ୍ୱ ବହନ କରିବେ ।
ପ୍ରତିକାର- ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩