• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 23th Dec 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର,ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି- ଅମାବାସ୍ୟା ଦିବା ୦୩.୪୬ ଗତେ ପ୍ରତିପଦ,ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।

Virgo

କନ୍ୟା

Friday 23 Dec 2022

ଉ , ଫାଲଗୁନୀ – ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ । ମାନସିକ ଓ ଶାରିରୀକ ସମସ୍ୟା ଦେଖାଦେବ । ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ଶୁଭ କାର୍ଯ୍ୟରେ ବହୁ ବାଧାବିଘ୍ନ ଦେଖାଦେଇ ପାରେ । ଚାକିରିରେ ଆଶ୍ୱସ୍ତି ହୋଇପାରନ୍ତି

ହସ୍ତା – ରାଜନୀତିରେ ବିରେଧୀ ଦଳ ବଢିବେ । ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲାଗିବ । ପରଠାରୁ ସଫଳତା ପାଇବାର ସମ୍ଭାବନା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି ହୋଇପାରନ୍ତି । ବ୍ୟବସାୟରେ ଆୟ ଆଶାନୁରୂପ ହେବ ନାହିଁ । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ

ଚିତ୍ରା – ପିଲାମାନେ ପିତୃ ଧନ ନାଶ କରିବେ । ଅଧିକାଂଶ ସମୟ ପ୍ରତିକୂଳ ପରିସ୍ଥିତି ଦେଇ ଗତିକରିବ । ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । କୈାଣସି କାର୍ଯ୍ୟରେ ସାହାସିକ ପଦକ୍ଷପ ନେବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ

ପ୍ରତିକାର - ତୁଳସୀ ଚଉରା ମୂଳେ ଜଳ ଅର୍ପଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :