• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Dec 2022: ଆକସ୍ମିକ ଭାବରେ ଦୁର୍ଘଟଣା ଶିକାର ହୋଇପାରନ୍ତି, କେମିତି କରିବେ ପ୍ରତିକାର ଜାଣନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର । ଚନ୍ଦ୍ର – ବିଛା ଅହୋରାତ୍ର ,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।

Leo

ସିଂହ

Tuesday 20 Dec 2022

ମଘା – ଜୀବନରେ ଭାରାକ୍ରାନ୍ତ ମନ ଦେଇ ଗତି କର୍ମ ହେବ । ଚାକିରିରେ ଅପଦସ୍ତ ହୋଇପାରନ୍ତି । ଉପାର୍ଜନ ପାଇଁ ନୂଆ ପ୍ରସ୍ତୁତ ଯୋଜନା କରିବେ । କଠିନ ପରିଶ୍ରମର ଫଳ ପାଇ ପାରନ୍ତି । ଉତ୍ତମ ସମୟର ଲାଭ ଉଠାଇ ପାରିବେ । ଅଫିସ କାମରେ ମନ୍ଥର ଗତିରେ ପୂରା ହେବ।

ପୂ , ଫାଲଗୁନୀ - ବ୍ୟବସାୟରେ ଉତରୋତର ଉନ୍ନତି ରହିବ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ପାରିବାରିକ ଜୀବନରେ ଦିଗଭ୍ରନ୍ତା ଭଳି ପ୍ରଭାବ ଦେଖାଦେବ । ତୁମର ଦକ୍ଷତାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବେ । ଶିକ୍ଷାର୍ଥୀଙ୍କୁ ସକାରାତ୍ମକ ଫଳ ମିଳିବ

ଉ ,ଫାଲଗୁନୀ – ଆକସ୍ମିକ ଭାବରେ ଦୁର୍ଘଟଣା ଶିକାର ହୋଇପାରନ୍ତି । ସାରା ଦିନ କାମରେ ବ୍ୟସ୍ତ ରହିବେ । କାରବାରରେ ପୁଞି ଲଗାଇବା ପୂର୍ବରୁ ବଡଙ୍କ ସମ୍ମତି ନିଅନ୍ତୁ । ଆପଣଙ୍କ ବିଚାରକୁ ସକାରତ୍ମକ ରଖନ୍ତୁ । ଜମିକୁ ନେଇ ଲାଗିରହିଥିବା ବିବାଦ ସମାପ୍ତ ହେବ

ପ୍ରତିକାର – ଇଷ୍ଟ ଦେବୀ ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ।

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :