• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st Dec 2022: ଆକସ୍ମିକ ଭାବରେ ଦୁର୍ଘଟଣା ଶିକାର ହୋଇପାରନ୍ତି, କେମିତି କରିବେ ପ୍ରତିକାର ଜାଣନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର । ଚନ୍ଦ୍ର – ବିଛା ଅହୋରାତ୍ର ,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।

Capricorn

ମକର

Tuesday 20 Dec 2022

ଉ , ଷାଢା - ନବ ବିବାହିତାଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ବୃତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ । କୃଷି ଜୀବୀଙ୍କୁ ଲାଭ ମିଳିପାରେ । ଆୟବ୍ୟୟ ସମାନ ପରିମାଣରେ ରହିବ । ଚାକିରିଆ ମାନଙ୍କୁ ଅଫିସ୍ କାମରେ ସହରକୁ ଯିବାକୁ ପଡିପାରେ । ନୂଆ କାମରେ ଭାଗ୍ୟସାଥ୍ ଦେଇପାରେ ।

ଶ୍ରବଣା – ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ରାଜନୀତିରେ ଥିବା ବ୍ୟକ୍ତି ମାନେ ସଫଳତା ପାଇବେ । ସକାରତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ । କ୍ୟାରିୟରେ ନୂଆ କିର୍ତୀ ମାନ ସ୍ଥାପନ କରିବେ

ଧନିଷ୍ଠା – କୈାଣସି ପୁରୁଣା ମକଦ୍ଦମା ଉପରେ ମନୋନିବେଶ କରିବେ । ଆପଣ ଚିନ୍ତା ମୁକ୍ତ ରହିବେ । ଅନ୍ୟ ରାଜ୍ୟକୁ ବ୍ୟପାର କରିବାକୁ ଯାଇ ପାରନ୍ତି । ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ । ଜୀବନରେ ଲାଭର ଅବସର ପାଇବେ।

ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :