• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଦିବା ୧୦/୨୯ ଗତେ ସିଂହ, ତିଥି- ୧୦ ମୀ ଦିବା ୦୪/୦୫ ଗତେ ୧୧ଶୀ, ଘାତ ଚନ୍ଦ୍ର- ଦିବା ୧୦/୨୯ ଗତେ କର୍କଟ , ମକର । ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ – ନାସ୍ତି

Sagittarius

ଧନୁ

Thursday 20 Oct 2022

ମୂଳା – ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ । ବନ୍ଧୁଙ୍କ ପରାମର୍ଶରେ କିଛି ନୂତନ କାମ ଆରମ୍ଭ କରିବେ । ବ୍ୟବସାୟରେ ଦୂର ସ୍ଥାନକୁ ଯାତ୍ରା କରିବେ ।

ପୂ , ଷାଢା – ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ଦାୟକ ରହିବ । କାର୍ଯ୍ୟ କ୍ଷେତ୍ରରେ ବ୍ୟବସାୟୀ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ରାଜନିତିରେ ସମର୍ଥନ ହ୍ରାସ ପାଇବ ।

ଉ , ଷାଢା – ମାଲିମକଦମା ସମସ୍ୟାର ସମାଧାନ କରିବେ । ମହିଳା ମାନଙ୍କୁ ସମ୍ମାନ ଦେବେ ।

ପ୍ରତିକାର – ଶ୍ରୀରାମଙ୍କ ସ୍ତୋତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :