• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 20th Oct 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର । ଚନ୍ଦ୍ର – କର୍କଟ ଦିବା ୧୦/୨୯ ଗତେ ସିଂହ, ତିଥି- ୧୦ ମୀ ଦିବା ୦୪/୦୫ ଗତେ ୧୧ଶୀ, ଘାତ ଚନ୍ଦ୍ର- ଦିବା ୧୦/୨୯ ଗତେ କର୍କଟ , ମକର । ଘାତ ବାର – ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ – ନାସ୍ତି

Gemini

ମିଥୁନ

Thursday 20 Oct 2022

ମୃଗଶିରା - ମନରେ ଦୁଶ୍ଚିନ୍ତା ବଢିବ । ପାରିବାରିକ ମାଙ୍ଗଳିକ କାର୍ଯ୍ୟର ସୂଚନା ମିଳିବ । ବ୍ୟବସାୟରେ ପ୍ରତିଷ୍ଠା ଲାଭ କରିବେ ।

ଆଦ୍ରା – ରାଜନିତିରେ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ବିଫଳ ହେବ । ପାଠପଢାରେ ପରିଶ୍ରମ କରିବାକୁ ପଡିବ ।

ପୁନର୍ବସୁ - ଜମି-ବାଡିକୁ ନେଇ ଝମେଲା ଦେଖାଦେବ । ମହିଳାଙ୍କର ପେଟରେ ପିଡା ଦେଖାଦେବ ।

ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :