• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st April 2023: ଏହି ରାଶି ବ୍ୟକ୍ତିଙ୍କର ଆଜି ଅସଂପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଶନିବାର । ଚନ୍ଦ୍ର – କର୍କଟ ନିଶାନ୍ତ ୦୪.୪୮ ଗତେ ସିଂହ,ତିଥି – ୧୧ଶୀ ରାତ୍ରି ୦୪.୨୦ ଗତେ ୧୨ଶୀ,ଘାତ ଚନ୍ଦ୍ର – ନିଶାନ୍ତ ୦୪.୪୮ ଗତେ କର୍କଟ, ମକର,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ – ୧ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୪.୨୦ ଗତେ ୨ ପାଦ

Pisces

ମୀନ

Saturday 01 Apr 2023

ପୂ, ଭାଦ୍ରପଦ- ସାମୟିକ ପେଟ ରୋଗରେ କଷ୍ଟ ପାଇବେ । ପାରିବାରିକ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ଆଜିର ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ।

ଉ, ଭାଦ୍ରପଦ- କୌଣସି ବନ୍ଧୁଙ୍କ ସକାଶେ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ । ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ, କିନ୍ତୁ କାମ ଅଟକିବ ରହିବ ନାହିଁ ।

ରେବତୀ- ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକମାନେ ମଧ୍ୟ ବିରୁଦ୍ଧାଚରଣ କରିପାରନ୍ତି

ପ୍ରତିକାର – ମା ତାରାଙ୍କର ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :