ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ନିଶାନ୍ତ ୦୫/୨୮ ଗତେ କନ୍ୟା ତିଥି- ୯ମୀ ଦିବା ୦୯/୩୩ ଗତେ ୧୦ମୀ ଘାତ ଚନ୍ଦ୍ର- କର୍କଟ, ମକର ନିଶାନ୍ତ ୦୫/୨୮ ଗତେ ବୃଷ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୧/୦୬ ଗତେ ୧ ପାଦ- କୁଟୁମ୍ଭହାନି-ତିଳକାଞନ ଦାନ
ମଘା – ହାତରେ ଆଘାତ ଲାଗି ପାରେ । ପ୍ରେମରେ ସଫଳତା ଅନୁଭବ କରିବେ । ଅଫିସରେ କର୍ମଚାରୀଙ୍କ ଉପରେ ବିରକ୍ତ ରୁହନ୍ତୁ ନାହିଁ
ପୂ , ଫାଲଗୁନୀ - ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ । ଶିକ୍ଷାର୍ଥୀ ପଢାରେ କୃତକାର୍ଯ୍ୟ କରିବେ ।
ଉ ,ଫାଲଗୁନୀ – ପାରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ । କୈାଣସି ମହିଳାଙ୍କ ଦ୍ୱାରା ଭାଗ୍ୟ ଉଦ୍ୟୟ ହୋଇପାରେ
ପ୍ରତିକାର – ସୂର୍ଯ୍ୟ ନାରାୟଣକୁ ଜଳଦାନ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧