ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର ଚନ୍ଦ୍ର – ସିଂହ ନିଶାନ୍ତ ୦୫/୨୮ ଗତେ କନ୍ୟା ତିଥି- ୯ମୀ ଦିବା ୦୯/୩୩ ଗତେ ୧୦ମୀ ଘାତ ଚନ୍ଦ୍ର- କର୍କଟ, ମକର ନିଶାନ୍ତ ୦୫/୨୮ ଗତେ ବୃଷ ଘାତ ବାର – ବିଛା, ଧନୁ ଓ ମୀନ ପୁଷ୍କର ଦୋଷ – ରାତ୍ରି ୧୧/୦୬ ଗତେ ୧ ପାଦ- କୁଟୁମ୍ଭହାନି-ତିଳକାଞନ ଦାନ
କୃତିକା - ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ । ଭାତୃ ସଂପର୍କରେ ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ
ରୋହିଣୀ – ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିବେ । ବେପାର ବୃତିରୁ ସଫଳତା ହାସଲ କରିବେ । ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ
ମୃଗଶିରା – ଜମି , ଦଲାଲ୍ଙ୍କୁ ଯଥେଷ୍ଟ ଲାଭ ମିଳିବ । ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ
ପ୍ରତିକାର – ମହାଲକ୍ଷ୍ମୀଙ୍କର ଆରଧନା କରନ୍ତୁ
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬