• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th June 2023: ଏହି ରାଶିର ବ୍ୟକ୍ତିଙ୍କର ଆଜି ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୮.୨୩ ଗତେ ବୃଷ,ତିଥି – ୧୨ଶୀ ଦିବା ୦୮.୩୨ ଗତେ ୧୩ଶୀ,ଘାତ ଚନ୍ଦ୍ର – ମେଷ ରାତ୍ରି ୦୮.୨୩ ଗତେ ବିଛା,ଘାତ ବାର – ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।

Leo

ସିଂହ

Thursday 15 Jun 2023

ମଘା – ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ବିତାଇବେ । କର୍ମ କ୍ଷେତ୍ରରେ ନିରବତା ଅବଲମ୍ବନ କରିବେ । ସପରିବାର ବଡ ସହରକୁ ଯିବାର ଯୋଜନା କରିପାରନ୍ତି

ପୂ , ଫାଲଗୁନୀ – ବ୍ୟବସାୟରେ ପରିଶ୍ରମରୁ ସୁଫଳ ନପାଇ ପାରନ୍ତି । ବିଦ୍ୟାର୍ଥୀ ମାନେ ପଢାରେ ଅଧିକ ସମୟ ବିତାଇବେ । ସମାଜରେ ଲୋକ ପ୍ରିୟତା ବଢିବ

ଉ ,ଫାଲଗୁନୀ – ନିଜ ସମ୍ପତି ହାତରୁ ଚାଲିଯିବାର ଭୟ ଦେଖାଦେଇ ପାରେ । ମହିଳା ମାନେ ସହଜରେ କାହା ଉପରେ ବିଶ୍ୱାସ କରି ପାରିବେ ନାହିଁ ।

ପ୍ରତିକାର - ଶ୍ରୀ ରାମଙ୍କୁ ପୂଜା କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :