ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ।ଚନ୍ଦ୍ର – ମେଷ ରାତ୍ରି ୦୮.୨୩ ଗତେ ବୃଷ,ତିଥି – ୧୨ଶୀ ଦିବା ୦୮.୩୨ ଗତେ ୧୩ଶୀ,ଘାତ ଚନ୍ଦ୍ର – ମେଷ ରାତ୍ରି ୦୮.୨୩ ଗତେ ବିଛା,ଘାତ ବାର – ତୁଳା , କୁମ୍ଭ,ପୁଷ୍କର ଦୋଷ – ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।
ଉ , ଷାଢା – କୈାଣସି କଥାକୁ ନେଇ ମନ ଭଲ ରହିବ ନାହିଁ । ବାରମ୍ବାର କାମରେ ପରିବର୍ତନ ମନରେ ଚିନ୍ତା ସୃଷ୍ଟି କରିବ । ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ
ଶ୍ରବଣା – ରାଜନିତିରେ ଭଲ କାମ କରି ଲୋକଙ୍କ ପ୍ରିୟ ରହିବେ । ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ
ଧନିଷ୍ଠା – ମହିଳା ମାନେ ଚିନ୍ତିତ ରହିବେ । ପ୍ରେମ ମନ ଭାବନାରେ ହଠାତ୍ ଆଶୁଥିବା ପରିବର୍ତନ ଆପଣଙ୍କୁ ନିରାଶ କରିପାରେ ।
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮