• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th August 2023: ଖୁସି ଖବର ପାଇପାରନ୍ତି, ବ୍ୟବସାୟରେ ଅଧିକ ଲାଭ ହୋଇପାରେ...

ସୌର  କର୍କଟ  ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଚନ୍ଦ୍ର- କର୍କଟ ଅହୋରାତ୍ରି ତିଥି – ୧୪ଶୀ ଦିବା ୧୨.୪୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର –ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Libra

ତୁଳା

Tuesday 15 Aug 2023

ଚିତ୍ରା- କର୍ମକ୍ଷେତ୍ରରେ ସମ୍ମାନ ମିଳିବ ଓ  ସଫଳତା ଅର୍ଜନ କରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବେ ।  ବ୍ୟବସାୟରୁ ଲାଭ ମିଳିପାରେ । ନୂଆ ଚାକିରୀ ପାଇପାରନ୍ତି
ସ୍ୱାତୀ- ବିଦ୍ୟାର୍ଥୀମାନେ ପାଠପଢା ପ୍ରତି ଧ୍ୟାନ ଦେବେ । ଦେହ ଓ ମନ ଭଲ ରହିବ । ଖେଳାଳିମାନଙ୍କ ପାଇଁ ଦିନଟି ଭଲ ରହିବ । ମୂଲ୍ୟବାନ ଦ୍ରବ୍ୟ କିଣିପାରନ୍ତି ।
ବିଶାଖା- କୋର୍ଟ କଚେରି , ଯାନବାହନ କ୍ଷତି ଓ ଦୁର୍ଘଟଣାର ଭୟ ରହିଛି । ଶତ୍ରୁମାନଙ୍କ  ଠାରୁ ଦୂରେଇ ରୁହନ୍ତୁ । ଅସୁବିଧାରେ ପଡି ଋଣ କରିବାକୁ ପଡିବ ।

ପ୍ରତିକାର – ଶ୍ରୀ କମଳାଙ୍କର  ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ 

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :