• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th August 2023: ଖୁସି ଖବର ପାଇପାରନ୍ତି, ବ୍ୟବସାୟରେ ଅଧିକ ଲାଭ ହୋଇପାରେ...

ସୌର  କର୍କଟ  ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଚନ୍ଦ୍ର- କର୍କଟ ଅହୋରାତ୍ରି ତିଥି – ୧୪ଶୀ ଦିବା ୧୨.୪୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର –ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Virgo

କନ୍ୟା

Tuesday 15 Aug 2023

ଉ-ଫାଲ୍‌ଗୁନୀ- ନୂଆ ବ୍ୟବସାୟରେ ସାମିଲ ହେବା ପାଇଁ ସୁଯୋଗ ପାଇ ପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ । ସ˚ପର୍କୀୟଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ
ହସ୍ତା- ରାଜନେତାଙ୍କ ଲାଗି ଭଲ ଦିନଟିଏ । ଅଫିସ କାମ ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ । ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ ।ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ
ଚିତ୍ରା- ଜମି କିଣିବା ଲାଗି ଭାବି ପାରନ୍ତି । ଆର୍ଥିକ ସ୍ଥିରେ ଉନ୍ନତି ହେବ । ମହିଳାମାନେ ଖୁସିରେ ସମୟ ଅତିବାହିତ କରିବେ । ଦେଇଥିବା ଟଙ୍କା ଫେରି ପାଇବେ ।

ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :