• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th August 2023: ଖୁସି ଖବର ପାଇପାରନ୍ତି, ବ୍ୟବସାୟରେ ଅଧିକ ଲାଭ ହୋଇପାରେ...

ସୌର  କର୍କଟ  ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଚନ୍ଦ୍ର- କର୍କଟ ଅହୋରାତ୍ରି ତିଥି – ୧୪ଶୀ ଦିବା ୧୨.୪୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର –ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Gemini

ମିଥୁନ

Tuesday 15 Aug 2023

ମୃଗଶିରା- ପାରିବାରିକ ସମସ୍ୟା, ଅର୍ଥାଭାବ ଉତ୍କଟ ହେବ । କର୍ମକ୍ଷେତ୍ରରେ ବିଶେଷ ସଫଳତା ମିଳିବ  ନାହିଁ । ପ୍ରିୟଜନଙ୍କ ସହିତ ମିଶିବା ପାଇଁ ଭଲ ସମୟ । ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ।
ଆଦ୍ରା- ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉପକୃତ ହେବାର ସମ୍ଭାବନା ରହିଛି । ସହକର୍ମୀମାନଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
ପୁନର୍ବସୁ- ବ୍ୟବସାୟୀମାନେ ଦୂର ସ୍ଥାନକୁ ଯାତ୍ରା କରିବେ । ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟା ର ସମାଧାନ  ହେବ । ଭୂ ସମ୍ପତିରେ ଭାବି ଚିନ୍ତି ପଇସା ନିବେଶ କରନ୍ତୁ ।

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :