• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th August 2023: ଖୁସି ଖବର ପାଇପାରନ୍ତି, ବ୍ୟବସାୟରେ ଅଧିକ ଲାଭ ହୋଇପାରେ...

ସୌର  କର୍କଟ  ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଚନ୍ଦ୍ର- କର୍କଟ ଅହୋରାତ୍ରି ତିଥି – ୧୪ଶୀ ଦିବା ୧୨.୪୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର –ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Cancer

କର୍କଟ

Tuesday 15 Aug 2023

ପୁନର୍ବସୁ- ସୁନ୍ଦର କଳ୍ପନାରେ ବିଭୋର ହେବେ ।  ଅନ୍ୟମାନଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିପାରନ୍ତି ।
ପୁଷ୍ୟା- ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । କାମକୁ ପୂରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ରାଜନୀତିରେ ନେତାଙ୍କ ଲାଗି ଦିନଟି ଭଲ ରହିବ ।  
ଅଶ୍ଳେଷା- ମହିଳାମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ବିରୋଧିମାନେ ଆପଣଙ୍କ ସମ୍ମୁଖକୁ ଆସିବା ପାଇଁ ଭୟକରିବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । 

ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :