• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 15th August 2023: ଖୁସି ଖବର ପାଇପାରନ୍ତି, ବ୍ୟବସାୟରେ ଅଧିକ ଲାଭ ହୋଇପାରେ...

ସୌର  କର୍କଟ  ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୫ ତାରିଖ ମଙ୍ଗଳବାର, ଚନ୍ଦ୍ର- କର୍କଟ ଅହୋରାତ୍ରି ତିଥି – ୧୪ଶୀ ଦିବା ୧୨.୪୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର –ନାସ୍ତି ଘାତ ବାର – ମକର ପୁଷ୍କର ଦୋଷ – ୧ ପାଦ କୃଷିହାନି ଭୂମିଦାନ

Taurus

ବୃଷ

Tuesday 15 Aug 2023

କୃତିକା- ସମସ୍ତ କର୍ମରେ ବାଣିଜ୍ୟ, ବ୍ୟବସାୟରେ ଶୁଭଫଳ ପ୍ରାପ୍ତ କରିବେ । ବନ୍ଧୁ ଓ ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିବେ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । 
ରୋହିଣୀ- ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ପଇବେ । ମହିଳାମାନେ ସ୍ୱାସ୍ଥ୍ୟଗତ ସମସ୍ୟାରେ ବ୍ୟତିବ୍ୟସ୍ତ ଦେବେ । ବୈବାହିକ ଜୀବନ ସୁଖରେ କଟିବ ।
ମୃଗଶିରା- ନୂତନ  ଜମିବାଡି ଓ ଯାନବାହନ କିଣିବାର ସୁଯୋଗ ପାଇପାରନ୍ତି । କୋର୍ଟ କଚେରୀରେ ଅଧିକ ଖର୍ଚ୍ଚାନ୍ତ ହେବେ । ନିଜ ପାଇଁ ସମୟ ମିଳିପାରିବ ନାହିଁ ।

ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :